ବାଲି ନୀତିକୁ ନେଇ କମ୍ପିଲା ଗୃହ
ଭୁବନେଶ୍ୱର :ରାଜ୍ୟରେ ବର୍ଷକୁ ପ୍ରାୟ ୧୫ହଜାର କୋଟି ଟଙ୍କାର ବାଲି ଚୋରି ହେଉଛି। ଠିକାଦାର ଓ ସରକାରୀ ଅଧିକାରୀଙ୍କ ସଲାସୁତୁରାରେ ବାଲି ଘାଟ ଟେଣ୍ଡର ହେଉଛି। ଯାହାଫଳରେ କିଛି ବାଲି ଚୋର ମାଲେମାଲ୍ ହେଉଥିବାବେଳେ ଓଡ଼ିଶା ସରକାର ପ୍ରଭୂତ ରାଜସ୍ବ ହରାଉଛନ୍ତି। ରାଜ୍ୟ ସରକାର ଜାଣିଶୁଣି ବାଲି!-->…