ଧାନ କ୍ରୟ ହୋଇଛି ୫୬ ଲକ୍ଷ ୬୭ ହଜାର କୁଇଣ୍ଟାଲ
ଭୁବନେଶ୍ୱର: ରାଜ୍ୟରେ ଏପର୍ଯ୍ୟନ୍ତ ୫୬ ଲକ୍ଷ ୬୭ ହଜାରେ କୁଇଂଟାଲ ଧାନ କ୍ରୟ କରାଯାଇଛି । ଚଳିତ ଖରିଫ ଋତୁରେ ୫୪ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ପାଇଁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବା ବେଳେ ସଂଗୃହୀତ ଧାନ ପରିମାଣ ତାହାକୁ ଟପିଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ବିଧାନସଭାରେ ପ୍ରକାଶ କରିଛନ୍ତି!-->…