ପଶ୍ଚିମବଙ୍ଗ: ବିଧାନସଭା ନିର୍ବାଚନ ପୂର୍ବରୁ ପଦ୍ମ ଧରିଲେ ଅଭିନେତ୍ରୀ ପାୟଲ ସରକାର
କଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ ନିଜକୁ ମଜବୁତ କରିବାରେ ଲାଗିଛନ୍ତି। ନିର୍ବାଚନ ଜିତିବା ପାଇଁ ବିଜେପି ମଧ୍ୟ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଦେଇଛି। ପ୍ରାର୍ଥୀମାନେ ମଧ୍ୟ ନିର୍ବାଚନ ପୂର୍ବରୁ ନିଜ ପ୍ରିୟ ଦଳ ଆଡ଼କୁ ମୁହାଁଉଛନ୍ତି। ଇତି ମଧ୍ୟରେ!-->…