ମନେ ପଡନ୍ତି ହୱା ହୱାଇ ଗାର୍ଲ
ମୁମ୍ବାଇ: ବଲିଉଡର ହୱା ହୱାଇ ଗାର୍ଲ ତଥା ସବୁଠୁ ସୁନ୍ଦର ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଆଜି ୩ ବର୍ଷ ପୂରିଛି। ୨୦୧୮ ଫେବ୍ରୁଆରୀ ୨୪ ତାରିଖ ଦିନ ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଥିଲେ। ତାଙ୍କର ଅଚାନକ ମୃତ୍ୟୁ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଆଜି ବି ଶ୍ରୀଦେବୀଙ୍କ!-->…