ନିଯୁକ୍ତ ହେବେ ୬୦୬ ଆସିଷ୍ଟାଣ୍ଟ ପ୍ରଫେସର
ଭୁବନେଶ୍ବର: ଓଡ଼ିଶା ଶିକ୍ଷା ସେବା(କଲେଜ ବ୍ରାଞ୍ଚ) ନିଯୁକ୍ତି ଆଇନ ୨୦୨୦ ଅନୁସାରେ ସରକାରୀ କଲେଜର ଖାଲିଥିବା ୬୦୬ ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ହେବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ବିଭାଗର ଅତିରିକ୍ତ ଶାସନ ସଚିବ ଜେ ଏନ୍ ଷଡ଼ଙ୍ଗୀ ଓଡ଼ିଶା ପବ୍ଲିକ!-->…