ଓଡିଶା ସୀମାରେ ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର
ଗୁଣୁପୁର: ପୁଣି ସୀମା ଲଂଘିଲା ଆନ୍ଧ୍ର। ଓଡ଼ିଶାର ସୀମାନ୍ତବର୍ତ୍ତି ତଥା ଦୁର୍ଗମ ଗିରି କନ୍ଦର ଅଞ୍ଚଳ ଏବେ ଆନ୍ଧ୍ରର ଲୋଲୁପ ଦୃଷ୍ଟିରେ। ପ୍ରଥମେ କୋରାପୁଟ ଜିଲ୍ଲା କୋଟିଆ, ପରେ ଗଞ୍ଜାମ, ଗଜପତି ଆଉ ଏବେ ରାୟଗଡା ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ କବଜା କରିବା ଲକ୍ଷ୍ୟରେ ଆନ୍ଧ୍ର ସରକାର। ରାୟଗଡା!-->…