ବିଧାନସଭାରେ ଶ୍ରୀ ମନ୍ଦିର ପରିକ୍ରମା ସଂକଳ୍ପ ପାରିତ
ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିର ପରିକ୍ରମା ଯୋଜନା ଆଜି ବିଧାନସଭାରେ ସର୍ବସମ୍ମତି କ୍ରମେ ଗୃହିତ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ଶ୍ରୀମନ୍ଦିର ପରିକ୍ରମା ଯୋଜନା ସଂକଳ୍ପ ବିଧାନସଭାରେ ଆଗତ କରିଥିଲେ । ସଂକଳ୍ପକୁ ବିରୋଧି ଦଳ ନେତା ଶ୍ରୀପ୍ରଦୀପ!-->…