ପୁଲିସ ଡିଏସ୍ପି ପଦରେ ନିଯୁକ୍ତି ପାଇଲେ ହିମା
ଦିସପୁର୍ : ଆସାମ ପୁଲିସ ବିଭାଗରେ ଡିଏସ୍ପି ପଦରେ ଶୁକ୍ରବାର ନିଯୁକ୍ତି ପାଇଛନ୍ତି ତାରକା ମହିଳା ସ୍ପ୍ରିଣ୍ଟର୍ ହିମା ଦାସ। ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ୍ ଶୁକ୍ରବାର ହିମାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ଆସାମ ପୁଲିସ ବିଭାଗର ମହାନିର୍ଦେଶକ!-->…