ରାଜ୍ୟର ୭ ସହର ଅଧିକ ପ୍ରଦୂଷିତ

ଭୁବନେଶ୍ୱର: ରାଜ୍ୟର ୭ଟି ସହର ସବୁଠାରୁ ପ୍ରଦୂଷିତ । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍-ଆଟେନମେଂଟ ସିଟିର ଆଖ୍ୟା ଦିଆଯାଇଛି । ଏହି ସହରର ବାୟୁମଣ୍ଡଳରେ ପିଏମ୧୦ଟାରୁ ପିଏମ୨.୫ମାତ୍ରା

ଓଡ଼ିଆ ବିଶ୍ୱବିଦ୍ୟାଳୟର ନକ୍ସାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଆ ଭାଷା ବିଶ୍ୱ ବିଦ୍ୟାଳୟର ରୂପରେଖ ସମ୍ପର୍କରେ ଆଜି ରାଜ୍ୟ ପୂର୍ତବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏକ ଉପସ୍ଥାପନା କରାଯାଇଥିଲା । ପୁରୀ ଜିଲ୍ଲାର ସତ୍ୟବାଦୀ ସ୍ଥିତ ପ୍ରସିଦ୍ଧ ବନ ବିଦ୍ୟାଳୟରେ ଏହି ବିଶ୍ୱ ବିଦ୍ୟାଳୟ ସ୍ଥାପନ କରାଯିବ ।

ବିମାନ ବନ୍ଦରରେ ହେବ କରୋନା ଟେଷ୍ଟିଂ ସେଂଟର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଆଶଙ୍କାରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ଟେଷ୍ଟିଂ ସେଂଟର ବିଏମ୍ସିପକ୍ଷରୁ ପ୍ରତିଷ୍ଠା କରାଯିବ । ସେଠାରେ ଯାତ୍ରୀଙ୍କର ସ୍କ୍ରିନିଂ କରାଯିବ, ମାତ୍ର କରୋନା ଟେଷ୍ଟିଂ ବାଧ୍ୟତାମୂଳକ ନୁହେଁ । ସ୍କ୍ରିନିଂ ସମୟରେ ଯଦି କିଛି ଲକ୍ଷଣ

କାଳିଆ ଯୋଜନାରେ ୧ ଲକ୍ଷ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ୱର: କାଳିଆ ଯୋଜନାରେ୧୦୪୦୭୬ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛିବୋଲି ଆଜି ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି । ବିଜେଡି ବିଧାୟକ ସୌମ୍ୟରଞ୍ଜ ପଟ୍ଟନାୟକ ଏକ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ଯେ, ଅଯୋଗ୍ୟ

ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆସନ୍ତା ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏନେଇ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ପ୍ରସ୍ତାବିକକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାର୍ଚ୍ଚ ପହିଲାରୁ ୬୦ରୁ ଉଦ୍ଧ୍ୱର୍

ବିଜେପି ସାଂସଦଙ୍କୁ ଜେଲରେ ନିର୍ଯାତନା ମାମଲା

ମୁମ୍ବାଇ: ଭୋପାଳ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜେଲରେ ନିର୍ଯାତନା ଦିଆଯିବା ଅଭିଯୋଗ ଉପରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର କମିସନ ରାଜ୍ୟ ପୁଲିସ୍‌ ମୁଖ୍ୟ, ଡିଜିପିଙ୍କୁ ଆଜି ସମନ କରିଛନ୍ତି। ଅପ୍ରେଲ ୬ ତାରିଖ ପୂର୍ବରୁ କମିସନଙ୍କ ନିକଟରେ ହାଜର ହେବା ପାଇଁ ଜାରି ସମନରେ

ରାଜଧାନୀରେ ସିରିଜ ଦୁର୍ଘଟଣା, ୩ କାର୍ ଚୂନା

ଭୁବନେଶ୍ୱର : ଭୁବନେଶ୍ୱରରେ ଆଜି ଘଟିଛି ଏକ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୩ଟି କାର୍ ଭାଙ୍ଗି ଚୂନା ହୋଇଯାଇଛି। ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ମିଳିଥିବା ସୂଚନା ମୁତାବକ,  ଇନୋଭା ଗାଡ଼ିଟି

କରୋନାରେ ଆଖି ବୁଜିଲେ ଏହି ପ୍ରସିଦ୍ଧ ଗାୟକ

ଚଣ୍ଡୀଗଡ଼: ପଞ୍ଜାବର ଖ୍ୟାତନାମା ଗାୟକ ସର୍ଦ୍ଦୁଲ ସିକନ୍ଦରଙ୍କର ବୁଧବାର ମୃତ୍ୟୁ ଘଟିଛି। ତାଙ୍କୁ ୬୦ ବର୍ଷ ହୋଇଥିଲା। ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିବାବେଳେ ନିକଟରେ ତାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇଯାଇଥିଲା।

୫ ରାଜ୍ୟର ବ୍ୟକ୍ତିଙ୍କୁ ଦିଲ୍ଲୀରେ ପ୍ରବେଶ ପୂର୍ବରୁ ଦେବାକୁ ପଡିବ କରୋନା ନେଗେଟିଭ ରିପୋର୍ଟ

ନୂଆଦିଲ୍ଲୀ : କିଛି ରାଜ୍ୟରେ କରୋନା ସଂକ୍ରମଣ ହଠାତ ବୃଦ୍ଧି ପାଉଥିବା ଦେଖାଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ନୂଆ ନିୟମ ଲାଗୁ କରାଯାଇଛି। ଦିଲ୍ଲୀରେ ପ୍ରବେଶ କରିବାକୁ ହେଲେ ଆସନ୍ତା ଶୁକ୍ରବାର ଠାରୁ ଦେଶର ୫ଟି ରାଜ୍ୟରୁ ଆସୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ

ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲାଗୁ

ପୁଡୁଚେରୀ: ପୁଡୁଚେରୀରେ ଗତ କିଛି ଦିନ ଧରି ରାଜନୈତିକ ସଙ୍କଟ ଜାରି ରହିଛି। ଗତ ସୋମବାର ମୁଖ୍ୟମନ୍ତ୍ରୀ ଭି. ନାରାୟଣସାମୀ ବିଧାନସଭାରେ ଆସ୍ଥା ଭୋଟରେ ପରାଜିତ ହେବା ପରେ ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଶାସକ କଂଗ୍ରେସ ସରକାର ଭାଙ୍ଗିଯାଇଥିଲା। ଏହା ପରେ କେନ୍ଦ୍ର ସରକାର ବୁଧବାର