ଆରମ୍ଭରୁ ଅଚଳ
ଭୁବନେଶ୍ୱର: ବିଧାନସଭାର ଷଷ୍ଠ ତଥା ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ଦଳର ହଙ୍ଗାମା ଯୋଗୁଁ ବିଧାନସଭା ପ୍ରଥମ ଦିନରୁ ଅଚଳ ହୋଇପଡିଛି । ବିରୋଧୀ ଦଳର ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଆସନ୍ତାକାଲି!-->…