ଇଂଲଣ୍ଡକୁ ୪୮୨ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚେନ୍ନାଇ: ଏଠାରେ ଚାଲିଥିବା ୨ୟ ଟେଷ୍ଟରେ ଭ୍ରମଣକାରୀ ଦଳକୁ ୪୮୨ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି ଟିମ୍‌ ଇଣ୍ଡିଆ। ରବିଚନ୍ଦ୍ରନ ଅଶ୍ଵିନଙ୍କ ଦମ୍‌ଦାର ଶତକ ବଳରେ ଭାରତ ୨ୟ ଇନିଂସରେ ୨୮୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ପ୍ରଥମ ଇନିଂସର ୧୯୫ ରନ୍‌ର ଲିଡ୍‌କୁ ମିଶାଇ ଭାରତର ସ୍କୋର ୪୮୧

ସୋରରେ ବରଯାତ୍ରୀ କାର ସହ ବାଇକ ଧକ୍କା ; ୧ ମୃତ , ୨ ଗୁରୁତର

ବାଲେଶ୍ୱର : ବାଲେଶ୍ୱର ଜିଲା ସୋରରେ ଆଜି ଭୋର ୪ଟା ସମୟରେ ବରଯାତ୍ରୀ ଗାଡି ସହ ବାଇକ ଧକ୍କା ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ସହ ୨ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ରତ୍ନାକର ଦାସ (୩୦)।  ଅନ୍ୟ ୨  ଗୁରୁତର ଅକ୍ଷୟ ବେହେରା , ରାମ ସିଂଙ୍କୁ  ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ବାଲେଶ୍ୱର

ରଜ୍ୟରୁ ୮୮ ନୂଆ ଆକ୍ରାନ୍ତ ଚିହ୍ନଟ : ଜଣେ ମୃତ

ଭୁବନେଶ୍ବର : ସୋମବାର ରାଜ୍ୟରୁ ଆଉ ୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ ସଙ୍ଗରୋଧରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୩୭ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୨୬୨ କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ

ପୁଣି ବଢ଼ିଲା ତେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଦେଇଥିବା ବେଳେ ଆଜି ପୁଣି ବଢ଼ିଛି ତୈଳ ଦର। ଏଲପିଜି ସିଲିଣ୍ଡର ଦର ବୃଦ୍ଧି ପରେ ଗ୍ରାହକଙ୍କୁ ଲାଗିଛି ଆଉ ଏକ ଝଟକା।  ଆଜି ସାକଳୁ ପୁଣି ପେଟ୍ରୋଲ ୨୬ ପଇସା ଓ ଡିଜେଲ ଦରରେ ୨୯ ପଇସା ବୃଦ୍ଧି ହୋଇଛି। ଫଳରେ ରାଜଧାନୀ ଦିଲ୍ଲୀରେ

ସୁଡ଼ଙ୍ଗ ଭିତରୁ ଏଯାଏଁ ମିଳିଲାଣି ୮ ମୃତଦେହ

ଡେରାଡୁନ: ଉତ୍ତରାଖଣ୍ଡର ଚମୋଲିରେ ଘଟିଥିବା ଜଳପ୍ରଳୟରେ ବର୍ତ୍ତମାନ ଯାଏଁ ୫୩ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଛି। ତପୋବନର ଏନଟିପିସି ସୁଡଙ୍ଗ ଭିତରୁ ୮ ଏବଂ ବାହାରୁ ୨ଟି ମୃତଦେହ ଉଦ୍ଧାର ହୋଇଛି। ସୁଡଙ୍ଗ ଭିତରେ ପ୍ରାୟ ୩୫ ଜଣ ଫସି ରହିଥିବା ନେଇ ଆଶଙ୍କା କରାଯାଉଛି। ଏହା

ବନ୍ଦ ବେଳେ ଉତ୍ତେଜନା: ଅଫିସ୍‌ରେ ଭଙ୍ଗାରୁଜା କଲେ

ଭୁବନେଶ୍ୱର : ତୈଳଦର ବୃଦ୍ଧି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଯଦିଓ ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ, ତଥାପି କିଛି ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି

ପ୍ରଥମ ଥର ଲାଗି ୫୨,୦୦୦ରେ ପହଞ୍ଚିଲା ସେନ୍‌ସେକ୍ସ୍‍

ନୂଆଦିଲ୍ଲୀ: ଡିସେମ୍ବର କ୍ୱାର୍ଟର୍‌ରେ କର୍ପୋରେଟ୍‌ର ବଳିଷ୍ଠ ଉପାର୍ଜନ ତ୍ୱରିତ୍ୱ ଆର୍ଥିକ ସୁଧାରର ଆଶା ବଢ଼ାଇଥିବା ବେଳେ ସୋମବାର ଦିନ ଭାରତୀୟ ସେୟାର୍‌ ସର୍ବକାଳୀନ ରେକର୍ଡ ୫୨,୦୦୦ ମାର୍କରେ ପହଞ୍ଚିଛି। ଆଜି ସକାଳ ୯.୨୫ ସୁଦ୍ଧା ୧୫,୨୯୦.୮୫ରେ ପହଞ୍ଚିଥିବା ‘ଏନ୍‌ଏସ୍‌ଇ ନିଫ୍‌ଟି’ର ୫୦

ଭାଗବତ ଗୀତା ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ସହ ମହାକାଶକୁ ଯିବ ଉପଗ୍ରହ

ନୂଆଦିଲ୍ଲୀ : ଫେବୃଆରୀ ଶେଷ ଭାଗରେ ଭାଗବତ ଗୀତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଏବଂ ନାମ ସହିତ ମହାକାଶକୁ ଏକ ଉପଗ୍ରହ ଉତକ୍ଷେପଣ କରାଯିବ। ଭାରତର ମହାକାଶ କାର୍ଯ୍ୟକ୍ରମକୁ ନୂତନ ସ୍ବରୂପ ପ୍ରଦାନ କରିଥିବା ବିଶିଷ୍ଟ ମହାକାଶ ବିଜ୍ଞାନୀ ସତୀଶ ଧାୱନଙ୍କ ନାମରେ ଏହି ନାନୋ

୨ଦିନ ସ୍କୁଲ ବନ୍ଦ

ଭୁବନେଶ୍ୱର: ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨ ଦିନ ବନ୍ଦ ରହିବ । କଂଗ୍ରେସର ଓଡିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ପିଲାଙ୍କ ସୂରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି

ମାଲକାନଗିରିରେ ୯୪ ଟଙ୍କା ଟପିଲା ପେଟ୍ରୋଲ

ଭୁବନେଶ୍ୱର: ତେଲ ଦରରେ ଲାଗିଲା ନିଆଁ । ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ଉପର ମୁହାଁ ହେବାରେ ଲାଗି ପେଟ୍ରୋଲ ଏବଂ ଡିଜେଲ୍ ଦର । ଆଜି ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୯ ପଇସା ବଢିଥିଲା ବେଳେ ଡିଜେଲର ମୁଲ୍ୟ ୩୨ ପଇସା ବଢିଛି । ଚଳିତ ମାସର ପ୍ରଥମ ସପ୍ତାହରୁ ତୈଳଦର ଯେପରି ବଢିଚାଲିଛି ଶତକ