ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯିବେ ତାମିଲନାଡୁ ଓ କେରଳ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ତାମିଲନାଡୁ ଓ କେରଳ ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଅନେକ ପ୍ରମୁଖ ପ୍ରକଳ୍ପର ଉଦ୍‍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଚେନ୍ନାଇଠାରେ ଅର୍ଜୁନ ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ଏମକେ-୧ଏକୁ ସେନାକୁ ହସ୍ତାନ୍ତର କରିବେ। ଅପରାହ୍ନ

୨୮ ଦିନରେ ୭୯ ଲକ୍ଷ ଟପିଲା ଦେଶରେ କୋଭିଡ ଟିକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୭୯ ଲକ୍ଷ ୬୭ ହଜାର ୬୪୭ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ଟିକାକରଣ ଘୋଷଣା ହେବାର ମାତ୍ର ୨୮ ଦିନ ମଧ୍ୟରେ ଏହି ଟିକାକରଣ କରାଯାଇଛି। ଗତକାଲି ଠାରୁ ଆଜି ସକାଳ

ମାର୍ଚ୍ଚ ୮ ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

ନୂଆଦିଲ୍ଲୀ : ରାଜ୍ୟସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଶେଷ ହୋଇଛି। ଶୁକ୍ରବାର ରାଜ୍ୟସଭାକୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଦୁଇ ସପ୍ତାହ ଧରି ଚାଲିଥିବା ପ୍ରଥମ ପର୍ଯ୍ୟାୟ ଅଧିବେଶନ ୯୯ ପ୍ରତିଶତ ସଫଳ ରହିଥିବା ଅଧ୍ୟକ୍ଷ ଭେଙ୍କୟା ନାଇଡୁ କହିଛନ୍ତି। ଲୋକସଭାର

ଡୋଭାଲଙ୍କ ଅଫିସ ଉପରେ ଆତଙ୍କବାଦୀଙ୍କ ଆଖି, ମିଳିଲା ଭିଡିଓ

ନୂଆଦିଲ୍ଲୀ: ସୁରକ୍ଷିତ ନୁହେଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଫିସ। ତାଙ୍କ କାର୍ଯ୍ୟାଳୟ ଉପରେ ଏବେ ଆତଙ୍କବାଦୀଙ୍କ ଆଖି ପଡିଛି । ଅଫିସ ଭିତରେ ପସି ରେକି କରି ଭିଡିଓ ଉତ୍ତୋଳନ କରିଛନ୍ତି ଆତଙ୍କବାଦୀ। ଜୈଶ ଆତଙ୍କବାଦୀ ହିଦାୟତ-ଉଲ୍ଲାହ ମଲିକ ନିକଟରୁ ଡୋଭାଲଙ୍କ ଅଫିସର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ; ଟ୍ରକ-କାର ଧକ୍କା , ୬ ମୃତ

ଉତ୍ତରପ୍ରଦେଶର କନୌଜ ଜିଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଲକ୍ଷେ୍ନø-ଆଗ୍ରା ଏକ୍ସପ୍ରେସୱେରେ ଘଟିଥିବା ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି

ପାରିବାରିକ ପେନ୍‍ସନ୍‍ ଅର୍ଥରାଶି ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି

କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍‍ସନ୍‍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ପାରିବାରିକ ପେନ୍‍ସନ୍‍ ଅର୍ଥରାଶିକୁ ସର୍ବାଧିକ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୪୫ ହଜାର ଟଙ୍କା ଥିଲା। ‘ଇଜ୍‍ ଅଫ୍‍ ଲିଭିଙ୍ଗ୍‍’ ଯୋଜନାକୁ

ଜିଏସଟି କ୍ଷତିପୂରଣ – ବିଭିନ୍ନ ରାଜ୍ୟକୁ ୬ ହଜାର କୋଟି ଟଙ୍କା ମଞ୍ଜୁର

ଅର୍ଥ ମନ୍ତ୍ରଣାଳୟ ୧୫ତମ ସାପ୍ତାହିକ ଜି.ଏସ୍‍.ଟି. କ୍ଷତିପୂରଣ କିସ୍ତି ବାବଦରେ ୬ ହଜାର କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ମଞ୍ଜୁର କରିଛନ୍ତି। ସେଥିମଧ୍ୟରୁ ୨୩ଟି ରାଜ୍ୟ ପାଇଁ ୫ ହଜାର ୫୧୬ କୋଟି ଟଙ୍କା ଏବଂ ଦିଲ୍ଲୀ, ଜାମ୍ମୁ-କାଶ୍ମୀର ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳପାଇଁ ୪୮୩ କୋଟି

ଆଇପିଏଲ ଖେଳିବେ ଓଡିଶାର ଦୁଇ କ୍ରିକ୍ରେଟିୟର

କଟକ: ଆସନ୍ତା ୧୮ ତାରିଖରୁ ଆଇପିଏଲ୍ ନିଲାମ ହେଉଥିବା ବେଳେ ଓଡିଶାରୁ ୨ କ୍ରିକେଟିୟର ଗୋବିନ୍ଦ ପୋଦାର ଓ ସୁଭ୍ରୋନ୍ସୁ ମନୋନିତ ହୋଇଛନ୍ତି । ୨୦ ଲକ୍ଷ ଟଙ୍କାର ବେସ୍ ପ୍ରାଇଜ୍ ବର୍ଗରେ ଉଭୟ କ୍ରିକେଟିୟର ରହିଛନ୍ତି । ଆଇପିଏଲ୍ ପାଇଁ ଓଡିଶା କ୍ରିକେଟ୍ ଆସୋସିଏସନ (ଓସିଏ) ୬ଜଣ ଖେଳାଳୀଙ୍କ ନାମ

ଓଡିଶାରେ କ୍ଷମତା ଦଖଲ କରିବ ବିଜେପି : ଅମିତ ଶାହ

କୋଲକାତା: ପଶ୍ଚିମବଙ୍ଗ ପରେ ଓଡିଶାରେ ବିଜେପି କ୍ଷମତା ଦଖଲ କରିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅମିତ୍ ଶାହା ଦୃଢକ୍ତି ପ୍ରକାଶ କରିଛନ୍ତି । ଗତକାଲି କୋଲକାତାରେ ଦଳିୟ କର୍ମୀଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ଦୁଇ ଶହରୁ ଅଧିକ

ଡକାୟତି ଯୋଜନା ପଣ୍ଡ, ୭ ଗିରଫ

ପୁରୀ: ପୁରୀ ସହରର ଦେବୀଘାଟ ନିକଟରେ ଥିବା ଏକ ପରିବା ଗୋଦାମ ଉପରେ ହେବାକୁ ଯାଉଥିବା ଏକ ବଡ଼ ଧରଣର ଅପରାଧ ଓ ଡକାୟତୀ ଯୋଜନା ଉଦ୍ୟମକୁ ଟାଉନ୍ ଥାନା ପୋଲିସ୍ ପଣ୍ଡ କରିଦେଇଛି । ଡକାୟତୀ ଯୋଜନା ଓ ପ୍ରସ୍ତୃତି ଅଭିଯୋଗରେ ପୋଲିସ୍ ୭ ଜଣ ଅପରାଧିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।