ତଣ୍ଟିଚିପି ହତ୍ୟା ପରେ ମୁଣ୍ଡକାଟ !, ପରିଚୟ ଜାଣିବା ପାଇଁ ପୋଷ୍ଟର ମାରିଲା ପୁଲିସ
ଭୁବନେଶ୍ୱର: ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ପାଖରୁ ମିଳିଥିବା ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ରହସ୍ୟର ଗୁମର ଫିଟୁଛି। ଅଚିହ୍ନା ମହିଳାଙ୍କ ମୁଣ୍ଡକାଟ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟରେ ସମ୍ପୃକ୍ତ ମହିଳାଙ୍କୁ ତଣ୍ଟିଚିପି ହତ୍ୟା ପରେ ମୁଣ୍ଡକାଟ କରାଯାଇଥିବା ବିଶ୍ବସ୍ତ!-->…