ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ଭଙ୍ଗାରୁଜା

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶର କେନ୍ଦ୍ରୀୟ ପାର୍କରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତିକୁ ଅଜ୍ଞାନ୍ତ ଦୁର୍ବୃତମାନେ ଭଙ୍ଗାରୁଜା କରିବା ସହ ବଇଠିରୁ (ବେସ୍) ଉଠାଇ ଦେଇଛନ୍ତି । ଆମେରିକାରେ ଗତକିଛି ମାସ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଘଟଣା । ଏହି

ଖୋଲିପାରେ ସ୍କୁଲ, କଲେଜ

ଭୁବନେଶ୍ୱର: କରୋନା ଭାଇରସ୍ ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଫେବ୍ରୃଆରି ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଫେବ୍ରୃଆରି ୧ରୁ ୨୮ ଯାଏଁ ଜାରି ରହିବ ଏହି ଗାଇଡଲାଇନ୍ । ନୂଆ ଗାଇଡଲାଇନ୍ ଅନୁସାରେ କଂଟେନ୍ମେଂଟ ଜୋନ୍ ଅଞ୍ଚଳରେ ଲକ୍ଡାଉନ୍ ଜାରି କରାଯାଇପାରିବ । ତେବେ

ଲବଣ ସତ୍ୟାଗ୍ରହ ପୀଠରେ ଗାନ୍ଧୀଜୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି

ଜଗତସିଂହପୁର: ପବିତ୍ର ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ମହାପ୍ରଣାୟ ଦିବସ ଅବସରରେ ଆଜି ଲବଣ ସତ୍ୟାଗ୍ରହ ଉତ୍ସବ ସ୍ଥାନୀୟ ବାଲିଗୁଡା ସ୍ଥିତ ହଳଦୀ ମାଲପାକୁଦ ଓରଣ୍ଡା ଠାରେ ତାଙ୍କ ପ୍ରତି ମୁର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଗାନ୍ଧୀ ସ୍ମୃତି କିମିଟିର ସଭାପପତି ତଥା

କୋକସରା ଥାନାରେ ପ୍ରେମୀଯୁଗଳଙ୍କ ବିବାହ

କୋକସରା: ବିବାହ ପାଇଁ ପରିବାର ଲୋକେ ଅନୁମତି ନ ଦେବାରୁ ଘର ଛାଡି ଫେରାର ହୋଇଥିବା ପ୍ରେମୀଯୁଗଲ ଶେଷରେ ଥାନା ଦ୍ୱାରସ୍ତ ହୋଇ ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରେମୀଯୁଗଲ ହେଲେ କୋକସରା ଥାନା ଅନ୍ତର୍ଗତ ବେହେରା ଗ୍ରାମ ର ଯୁବତୀ ଶକୁନ୍ତୋଲା ଗୋପାଲ (୨୨) ଓ ଖପ୍ରାମାଲ

ଭିଜିଲାନ୍ସ ଜାଲରେ କୋଟିପତି ଆରଆଇ

ପୁରୀ: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୂବନେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ସର୍ଚ ୱାରେଣ୍ଟ ବଳରେ ଭୂବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟର ଏକ ସ୍ୱତନ୍ତ୍ର ଟିମ୍ ଆଜି ସକାଳେ ପୁରୀ ତହସିଲ କାର୍ଯ୍ୟାଳୟର କାର୍ଯ୍ୟରତ ତଥା ପୁର୍ବତନ ରାଜସ୍ୱ ନିରୀକ୍ଷକ ବସନ୍ତ କୁମାର ମହାନ୍ତିଙ୍କ

ପୁଲିସ ମୁଖ୍ୟାଳୟରେ ଶହୀଦ ଦିବସ ଉପଲକ୍ଷେ ନିରବ ପ୍ରାର୍ଥନା

କଟକ: ରାଷ୍ଟ୍ରୀୟ ଶହୀଦ ଦିବସ ଉପଲକ୍ଷେ ପୁଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ଦୁଇ ମିନିଟ ନିର ବପ୍ରାର୍ଥନା କରାଯାଇଥିଲା। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀଅଭୟ ଉପସ୍ଥିତ ରହି ନିରବ ପ୍ରାର୍ଥନା କରିବା ସହ ମହାମାନବ ମହାତ୍ମା ଗାନ୍ଧୀଙ୍କ ସମେତ ଅନ୍ୟ ଶହୀଦ ମାନଙ୍କ ସ୍ମୃତି ଚାରଣ କରିଥିଲେ।

ଜୁଲାଇ ୧୬ରେ ରିଲିଜ୍ ହେବ ‘କେଜିଏଫ୍‍-୨’

ନୂଆଦିଲ୍ଲୀ: ୟଶ ଓ ସଞ୍ଜୟ ଦତ୍ତଙ୍କ ଅଭୀନିତ ‘କେଜିଏଫ୍‍-୨’ର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ ଏବଂ ଫିଲ୍ମର ନିର୍ମାତା ଏହି ବହୁପ୍ରତୀକ୍ଷିତ ଫିଲ୍ମ ଜୁଲାଇରେ ରିଲିଜ୍ ହେବ ବୋଲି ଟ୍ବିଟ କରି ଜଣାଇଛନ୍ତି। ତରଣ ଆଦର୍ଶ ଟ୍ଵିଟ୍ କରି କହିଛନ୍ତି,

ଓଡ଼ିଆ ବୀର କର୍ଣ୍ଣେଲ ପୁଣ୍ୟବାଚି ରାଷ୍ଟ୍ରପତିଙ୍କ ଦ୍ବାରା ସମ୍ମାନିତ

ଭାରତ ଓ ଚୀନ ସେନା ସୀମାନ୍ତରେ ମୁହାଁମୁହିଁ ଥିବାବେଳେ ଲଦାଖ ଅଞ୍ଚଳରେ ଅପୂର୍ବ ବୀରତ୍ବ ପ୍ରଦର୍ଶନ ପାଇଁ ୨୦୨୧ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ଭାରତର ରାଷ୍ଟ୍ରପତି କ‌େ‌ର୍ଣ୍ଣଲ ପୁଣ୍ୟବାଚି ମହାନ୍ତିଙ୍କୁ ‘ଯୁଦ୍ଧ ସେବା ମେଡାଲ’ରେ ଭୂଷିତ କରିଛନ୍ତି। ଭାରତୀୟ ସ୍ଥଳସେନାର ‘ସ୍ପେସାଲ

ପୁରୀ ସମୁଦ୍ରରୁ ନିଖୋଜ ପର୍ଯ୍ୟଟକ ଉଦ୍ଧାର

ଗତକାଲି ଠାରୁ ପୁରୀ ସମୁଦ୍ରରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତ ଦେହ ଆଜି ସକାଳେ ପେଣ୍ଠକଟା ବେଳାଭୂମିରୁ ମିଳିଛି। ତାଙ୍କ ଘର ବୋକାରୋ ଅଞ୍ଚଳରେ ବୋଲି ଜଣା ପଡ଼ିଛି। ସେ ଗତକାଲି ସମୁଦ୍ରରେ ଗାଧୋଇବା ବେଳେ ଭାସି ଯାଇଥିଲେ। ସେ ଝାଡଖଣ୍ଡ ବୋକାର ଅଞ୍ଚଳର ଦୀପକ କୁମାର (୧୭) ବୋଲି ଜଣାପଡିଛି।

ବିରିୟାନି ଖାଇବାକୁ ଯାଇଥିଲେ, ବାନ୍ତି କଲେ

ଭୁବନେଶ୍ୱର : ଗାଁକୁ ଯିବା ସମୟରେ ଗତ ୨୬ ତାରିଖରେ ପେଟ କାଟୁଥିବା କହି ବସ୍‌ରୁ ଓହ୍ଲାଇ ପଡ଼ିଥିବା ଝରାଫୁଲ ଦିନ ସାରା ନିଜ ବୟଫ୍ରେଣ୍ଡ ରାକେଶଙ୍କ ସହ ଭୁବନେଶ୍ୱରରେ ବୁଲାବୁଲି କରିଥିଲେ। ଏହାପରେ ଉଭୟ ଏୟାରଫିଲ୍ଡ ଥାନା ଅଧୀନ ଏକ ଫାଷ୍ଟ ଫୁଡ ସେଣ୍ଟରକୁ ବିରିୟାନି ଖାଇବାକୁ ଯାଇଥିଲେ। ଆଜି