ଫେବ୍ରୁଆରୀ ୧୪ରୁ ଦ୍ୱିତୀୟ ଡୋଜ୍

ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରୀ ୧୪ରୁ ଆରମ୍ଭ ହେବ କରୋନା ଟିକାର ଦ୍ୱିତୀୟ ଡୋଜ। ଜାନୁଆରୀ ୧୬ରେ ପ୍ରଥମ ଡୋଜ ନେଇଥିବା ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଫେବ୍ରୁଆରୀ ୧୪ରୁ ଦ୍ୱିତୀୟ ଡୋଜ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧ଲକ୍ଷ ୯୨ ହଜାର ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା ତାହା

ଆସନ୍ତାକାଲି ଦିଲ୍ଲୀ ଟ୍ରାକ୍ଟର ରାଲି ସମର୍ଥନରେ ମୁମ୍ବାଇର ଆଜାଦ ମୈଦାନରେ ମହାରାଲି

ମୁମ୍ବଇ : ଗଣତନ୍ତ୍ର ଦିବସ ଅବସରରେ ଆସନ୍ତାକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ କୃଷକମାନେ ଟ୍ରାକ୍ଟର ରାଲି କରିବେ। ତେବେ ଟ୍ରାକ୍ଟର ରାଲି ସମର୍ଥନରେ ସୋମବାର ମୁମ୍ବାଇରେ ଚାଷୀଙ୍କ ମହାରାଲି ଅନୁଷ୍ଠିତ ହେଉଛି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଆଜି

ଆଗାମୀ କେନ୍ଦ୍ର ବଜେଟ: ତିନିଟି ଆହ୍ବାନ

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ ପାଇଁ ପ୍ରସ୍ତୁତ ହେଊଛନ୍ତି। ଏଥି ନିମନ୍ତେ, ନିର୍ଦ୍ଦିଷ୍ଟ କେତୋଟି ଅନୁଷ୍ଠାନ ସହିତ ବିଚାରବିମର୍ଶ ଜାରି ରଖିବା ସହିତ ଜନସାଧାରଣଙ୍କର ମତାମତ ମଧ୍ୟ ନେଇସାରିଛନ୍ତି। ଚଳିତ ବର୍ଷ ବଜେଟ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ। ମହାମାରୀ

ବିବାହ ବନ୍ଧନରେ ବାନ୍ଧି ହେଲେ ବରୁଣ-ନତାଶା

ମୁମ୍ବଇ : ବଲିଉଡର ଅଭିନେତା ବରୁଣ ଧୱନ ତାଙ୍କର ଦୀର୍ଘ ଦିନର ବାନ୍ଧବୀ ନତାଶା ଦାଲାଲଙ୍କ ସହ ବିବାହ ବାନ୍ଧି ବନ୍ଧନରେ ହୋଇଛନ୍ତି। ଜାନୁଆରୀ ୨୪ରେ ପରିବାର ଓ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ବରୁଣ ଏବଂ ନତାଶା ବିବାହ କରିଛନ୍ତି। ବିବାହ ସମୟର ଫଟୋକୁ ବରୁଣ ନିଜେ ଶେୟାର କରିଛନ୍ତି।ନିଜ

ବିମାନ ଦୁର୍ଘଟଣାରେ ବ୍ରାଜିଲର ୪ ଫୁଟବଲର ମୃତ

ରିଓ ଡି ଜେନେରୋ: ବ୍ରାଜିଲରେ ଘଟିଛି ବଡ଼ ଅଘଟଣ। ବ୍ରାଜିଲର ଏକ ଫୁଟବଲ କ୍ଲବର ୪ ଜଣ ଖେଳାଳି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କ୍ଲବର ଚାରିଜଣ ଖେଳାଳି କରୋନାଭାଇରସ୍ ପଜିଟିଭ୍ ଚିହ୍ନଟ ହେବା ପରେ ସେମାନଙ୍କୁ ଅଲଗା ନିଆଯାଉଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ଯେଉଁ ବିମାନରେ ଏହି ଚାରି

ଓଡ଼ିଶାରୁ ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ

ଭୁବନେଶ୍ୱର : ଘୋଷଣା ହେଲା ପୁଲିସ ପଦକ। ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ ପଦକ ଘୋଷଣା ହୋଇଛି । ବିଭିନ୍ନ ବର୍ଗରୁ ଚଳିତବର୍ଷ ଓଡ଼ିଶାରୁ ମୋଟ ୧୩ ଜଣଙ୍କୁ ମିଳିବ ମେଡାଲ । ସେଥିମଧ୍ୟରୁ ଓଡ଼ିଶାର ୨ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ।

ରାଜ୍ୟରେ ୧୪୩୨ ଗାଁ ବାଲ୍ୟବିବାହ ମୁକ୍ତ

ଭୁବନେଶ୍ବର : ବାଲ୍ୟବିବାହ ପରି କୁତ୍ସିତ ପ୍ରଥା ସମାଜରୁ ସମ୍ପୂର୍ଣ୍ଣ ହଟି ନାହିଁ। ତଥାପି ଏ ଦିଗରେ ସରକାରୀ ସ୍ତରରେ ସଚେତନତା ଅଭିଯାନ ଜାରି ରହିଛି। ୨୦୨୧ ଜାନୁଆରୀ ସୁଦ୍ଧା ରାଜ୍ୟରେ ୧୪୩୨ଟି ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା ହୋଇଛି। ଦାରିଦ୍ର୍ୟ ଓ ଅଶିକ୍ଷା ଯୋଗୁଁ ମାଲକାନଗିରି,

ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ

ନୂଆଦିଲ୍ଲୀ: ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସ ନିୟମ। ସଡକ ପରିବହନ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ଏବଂ ଆବେଦନକୁ ନେଇ କିଛିଟା ନୂଆ ନିୟମ ଲାଗୁ କରାଯାଇଛି। ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭଂ ଲାଇସେନ୍ସ ଆବେଦନ

ସୀମାରେ ପୁଣି ସଂଘର୍ଷ, ୨୦ ଚାଇନା ସେନା ଆହତ

ନୂଆଦିଲ୍ଲୀ: ପୁଣି ସୀମାରେ ଭାରତ ଓ ଚାଇନା ସେନା ପୁଣି ମୁହାଁମୁହିଁ ହୋଇଛନ୍ତି। ସିକିମର ନାକୁ ଲାରେ ଉଭୟ ଦେଶର ସେନା ହାତାହାତି ହୋଇଛନ୍ତି। ଏହି ଘଟଣା ତିନିଦିନ ଦଳର ବୋଲି କୁହାଯାଉଛି। ସିକିମର ନାକୁ ଲାରେ ଚାଇନା ସେନା ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। ଏହି

ଥାନା ଚକାଚକ୍‌, ଫାଣ୍ଡିକୁ ଉପେକ୍ଷା

ଭୁବନେଶ୍ୱର : କମିସନରେଟ ପୁଲିସ ପ୍ରତିଷ୍ଠା ହେବାର ଇତିମଧ୍ୟରେ ୧୨ବର୍ଷ ଅତିକ୍ରାନ୍ତ େହାଇଛି। ଏହି ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ମଧ୍ୟ େହାଇଛି। ୧୨ବର୍ଷ ଭିତରେ ପୁଲିସକୁ ଅନେକ ସଫଳତା ମଧ୍ୟ ମିଳିଛି, ଏହାସହିତ ଦାୟିତ୍ବ ମଧ୍ୟ ବଢ଼ିଛି। ନୂଆ ନୂଆ ଯୋଜନା ଆରମ୍ଭ କରାଯିବା ସହ ଲୋକଙ୍କ