କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନା

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୮ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଆୟୁଷ୍ମାନ୍‍ ସିଏପିଏଫ୍‍ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର ଯେଉଁସବୁ ରାଜ୍ୟ ଗୁଡ଼ିକରେ ଆୟୁଷ୍ମାନ୍‍ ଭାରତ – ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ

ପୁଣି ଫେରିଲା ଶୀତ : ଫୁଲବାଣୀ ସବୁଠୁ ଥଣ୍ଡା ସହର

ଭୁବନେଶ୍ୱର: ରାଜ୍ୟରୁ ପୁଣି ଶୀତ ଫେରିଛି । ଶୀତ ସହ ଘନ କୁହୁଡି ଯୋଗୁଁ ସାଧାରଣ ଜୀବନ ଯାତ୍ରା ଏକ ପ୍ରକାର ବିପର୍ଯ୍ୟସ୍ଥ ହୋଇପଡିଛି । ବିଶେଷ କରି ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତୀ ଅଞ୍ଚଳରେ ପାରଦ ଆଖିଦୃଶିଆ ଭାବେ ହ୍ରାସ ପାଇଛି । ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି

ସବୋର୍ଚ ସ୍ତରରେ ପେଟ୍ରୋଲ, ଡିଜେଲ୍ ଦର

ନୂଆଦିଲ୍ଲୀ: ଦୈନଦିନ ତୈଳ ଦର ବୃଦ୍ଧି ଯୋଗୁଁ ପେଟ୍ରୋଲ ଓ ଡିଜେଲ ଦର ଏବେ ସର୍ବୋର୍ଚ୍ଚ ସ୍ତରରେ ପହଞ୍ଚିଛି । ଚଳିତ ସପ୍ତାହରେ ପେଟ୍ରୋଲ ଓ ଡିଜେଲର ଏହା ହେଉଛି ଚତୃର୍ଥ ମୂଲ୍ୟ ବୃଦ୍ଧି । ଆଜି ପେଟ୍ରୋଲ ଓ ଡିଜେଲର ମୁଲ୍ୟ ୨୫ ପଇସା ଲେଖାଁଏ ବୃଦ୍ଧି ପାଇଛି । ଫଳରେ ଜାତୀୟ ରାଜଧାନୀ

ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶରେ ଏବେ ଟିକାକରଣ ଅଭିଯାନ ଆଜି ସପ୍ତମ ଦିନରେ ପହଞ୍ଚିଥିଲା ବେଳେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ସହ ଓଡିଶା ତୃତୀୟ ସ୍ଥାନରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ରାଜ୍ୟରେ

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫% ବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫% ବୃଦ୍ଧିପାଇ ୩୪୮୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ବର୍ତ୍ତମାନ ରାଞ୍ଚିର ରିମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବା ପ୍ରସ୍ତୁତ

ପାକିସ୍ତାନ ସୀମାରୁ ପୁଣି ଠାବ ହେଲା ସୁଡ଼ଙ୍ଗ

ନୂଆଦିଲ୍ଲୀ: ୧୦ ଦିନର ବ୍ୟବଧାନ ପରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି। ବିଏସଏଫ ଯବାନମାନେ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଭାରତ-ପାକ୍‌ ସୀମାରୁ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଖୋଲା ବଜାରରେ ଏବେ ବିକ୍ରି ହେବନି କରୋନା ଟିକା

ପୁଣେ: ଭାରତର ଖୋଲା ବଜାରରେ କୌଣସି ପ୍ରକାରର କରୋନା ଟିକା ବର୍ତ୍ତମାନ ସ୍ଥିତିରେ ବିକ୍ରି ହେବନାହିଁ। ସରକାରୀ ହିଁ ସମସ୍ତଙ୍କୁ କରୋନା ଟିକା ଦେବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଭାରତରେ ଦୁଇଟି ଟିକାକୁ ଜରୁରୀ କାଳୀନ

ସ୍କୁଲକୁ ଆସିଛି ୬ କୋଟି ଟଙ୍କାର ବିଜୁଳି ବିଲ୍‌

ନିଆଳି : ୟୁପି ସ୍କୁଲକୁ ଆସିଛି ୬ କୋଟି ଟଙ୍କାର ବିଜୁଳି ବିଲ୍‌। ବିଦ୍ୟୁତ ବିଲ୍‌ ପୈଠ ନକଲେ ସଂଯୋଗ କାଟିଦେବାକୁ ବିଭାଗର ଚେତାବନୀ। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏପରି ଅଭିଯୋଗ କଟକ ଜିଲ୍ଲାରୁ ଆସିଛି। ପୂରା ଘଟଣାଟି ଏମିତି। ୨୦୧୬ ମସିହାରେ କଣ୍ଟାପଡା

ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଜି.ଉଦୟଗିରି : ଘୁମୁସର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ତଥା ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଆଜି(ଶାମ୍ବ ଦଶମୀ ତିଥି ଅନୁସାରେ) ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସ୍ଥାନୀୟ କୁଇ ସମାଜର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଯାଇଛି।ଉକ୍ତ