ଟିକାକରଣରେ ଓଡିଶା ତୃତୀୟ ସ୍ଥାନରେ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଦେଶରେ ଏବେ ଟିକାକରଣ ଅଭିଯାନ ଆଜି ସପ୍ତମ ଦିନରେ ପହଞ୍ଚିଥିଲା ବେଳେ ସର୍ବଭାରତୀୟ ସ୍ତରରେ ଭଲ ପ୍ରଦର୍ଶନ କରିବା ସହ ଓଡିଶା ତୃତୀୟ ସ୍ଥାନରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିଦେ୍ର୍ଧଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ରାଜ୍ୟରେ…

ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍‌ର ତୃତୀୟ ତ୍ରୟମାସିକ ନିଟ୍ ଲାଭ ୧୫.୫% ବୃଦ୍ଧି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକ (ଅକ୍ଟୋବର-ଡିସେମ୍ବର)ରେ ଜିଓ ପ୍ଲାଟଫର୍ମସ୍‌ର ନିଟ୍ ଲାଭ ତାହାର ପୂର୍ବ ତିନିମାସ ତୁଳନାରେ ୧୫.୫% ବୃଦ୍ଧିପାଇ ୩୪୮୯ କୋଟି ଟଙ୍କାରେ ପହଞ୍ଚିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଶୁକ୍ରବାର ସନ୍ଧ୍ୟାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ…

ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ରାଞ୍ଚି: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ପ୍ରସାଦଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିଛି। ସେ ବର୍ତ୍ତମାନ ରାଞ୍ଚିର ରିମ୍‌ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯିବା ପ୍ରସ୍ତୁତ…

ପାକିସ୍ତାନ ସୀମାରୁ ପୁଣି ଠାବ ହେଲା ସୁଡ଼ଙ୍ଗ

ନୂଆଦିଲ୍ଲୀ: ୧୦ ଦିନର ବ୍ୟବଧାନ ପରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ପୁଣି ଏକ ବିରାଟ ଭୂତଳ ସୁଡ଼ଙ୍ଗ ଠାବ ହୋଇଛି। ବିଏସଏଫ ଯବାନମାନେ ଜମ୍ମୁ-କଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଭାରତ-ପାକ୍‌ ସୀମାରୁ ଏହି ସୁଡ଼ଙ୍ଗ ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।…

ଖୋଲା ବଜାରରେ ଏବେ ବିକ୍ରି ହେବନି କରୋନା ଟିକା

ପୁଣେ: ଭାରତର ଖୋଲା ବଜାରରେ କୌଣସି ପ୍ରକାରର କରୋନା ଟିକା ବର୍ତ୍ତମାନ ସ୍ଥିତିରେ ବିକ୍ରି ହେବନାହିଁ। ସରକାରୀ ହିଁ ସମସ୍ତଙ୍କୁ କରୋନା ଟିକା ଦେବେ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଚିବ ରାଜେଶ ଭୂଷଣ କହିଛନ୍ତି, ଭାରତରେ ଦୁଇଟି ଟିକାକୁ ଜରୁରୀ କାଳୀନ…

ସ୍କୁଲକୁ ଆସିଛି ୬ କୋଟି ଟଙ୍କାର ବିଜୁଳି ବିଲ୍‌

ନିଆଳି : ୟୁପି ସ୍କୁଲକୁ ଆସିଛି ୬ କୋଟି ଟଙ୍କାର ବିଜୁଳି ବିଲ୍‌। ବିଦ୍ୟୁତ ବିଲ୍‌ ପୈଠ ନକଲେ ସଂଯୋଗ କାଟିଦେବାକୁ ବିଭାଗର ଚେତାବନୀ। ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ। ଏପରି ଅଭିଯୋଗ କଟକ ଜିଲ୍ଲାରୁ ଆସିଛି। ପୂରା ଘଟଣାଟି ଏମିତି। ୨୦୧୬ ମସିହାରେ କଣ୍ଟାପଡା…

ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

ଜି.ଉଦୟଗିରି : ଘୁମୁସର ମାଟିର ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ପୁରୁଷ ତଥା ଶହୀଦ ବିପ୍ଳବୀ ଚକରା ବିଷୋୟୀଙ୍କ ଜନ୍ମ ଜୟନ୍ତୀ ଆଜି(ଶାମ୍ବ ଦଶମୀ ତିଥି ଅନୁସାରେ) ଜି.ଉଦୟଗିରି ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସ୍ଥାନୀୟ କୁଇ ସମାଜର ମିଳିତ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଯାଇଛି।ଉକ୍ତ…

ସୁନା ଦୋକାନ ଓ ମନ୍ଦିରରୁ ଲୁଟ୍‌

ବ୍ରହ୍ମପୁର/କେନ୍ଦ୍ରାପଡ଼ା : ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରୁ ସୁନା ଦୋକାନ ଓ ମନ୍ଦିରରୁ ଚୋରି ହୋଇଛି। ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍‌ର ନୂଆଗାଁ ଥାନା ଅନ୍ତର୍ଗତ ଚିକିଟି ପେଣ୍ଠରେ ଏକ ସୁନା ଦୋକାନରୁ ଚୋରି ହୋଇଛି। ଦୋକାନର କବାଟ ତାଡ଼ି ଦୁର୍ବୃତ୍ତମାନେ ସୁନାଗହଣା ଲୁଟି ନେଇଛନ୍ତି। ଭୋର…

ନେତାଜୀଙ୍କ ସାହାସ, ବୀରତ୍ୱ ଓ ଆତ୍ମବଳିଦାନର ଗାଥା ଥିଲା ଅତୁଳନୀୟ : ଧର୍ମେନ୍ଦ୍ର ପ୍ରଧାନ

କଟକ: ଓଡ଼ିଶା ମାଟିର ବରପୁତ୍ର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପରାକ୍ରମ ତଥା ଦେଶ ସ୍ୱାଧୀନତା ପାଇଁ ତାଙ୍କର ସଂଘର୍ଷ, ତ୍ୟାଗ, ବଳିଦାନ ଓ ସଂସ୍କାର ଯୁବପିଢିଙ୍କୁ ଶତାବ୍ଦି ଶତାବ୍ଦି ଧରି ପ୍ରେରିତ କରିବ ବୋଲି ଶନିବାର ନେତାଜୀଙ୍କ ୧୨୫ ତମ ଜୟନ୍ତୀ ତଥା ‘ପରାକ୍ରମ ଦିବସ’ ଅବସରରେ କଟକ…

୭୦ ଟଙ୍କାରେ ବିକୁଥିଲେ ଜାଲ୍‌ କୋଭିଡ ନେଗେଟିଭ୍‌ ସାର୍ଟିଫିକେଟ୍‌

ପାରାଦୀପ (ରମାକାନ୍ତ ନାୟକ): ମାତ୍ର ୭୦ ଟଙ୍କା ଦେଲେ ମିଳୁଥିଲା ଜାଲ କୋଭିଡ ନେଗେଟିଭ ରିପୋର୍ଟ।  କେବଳ ସତିକି ନୁହେଁ, ପାରାଦୀପ ଆଇଓସିଏଲ୍‌ରେ ପ୍ରବେଶ କରିବା ପାଇଁ ବି ନକଲି ଗେଟପାସ ମଧ୍ୟ ମିଳୁଥିଲା। ଏଭଳି ଖବର ସାମ୍ନାକୁ ଆସିବା ପରେ ଜାଲ କୋଭିଡ୍ ନେଭେଟିଭ ସାର୍ଟିଫିକେଟ ତିଆରି…