ରେଳ ପ୍ରକଳ୍ପ ପାଇଁ ୧୦ ହଜାର କୋଟି ଟଙ୍କା ଦାବି କଲା କଂଗ୍ରେସ
ଭୁବନେଶ୍ୱର : ଓଡ଼ିଶାକୁ ୨୦୨୧-୨୨ ଆର୍ଥିକ ବର୍ଷରେ ରେଳ ପ୍ରକଳ୍ପ ପାଇଁ ୧୦ହଜାର କୋଟି ଟଙ୍କାର ଅନୁଦାନ ଦେବାକୁ କଂଗ୍ରେସ ଦାବି କରିଛି। ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ସଂସଦରେ ଫେବୃଆରୀରେ ବଜେଟ ଉପସ୍ଥାପନ ହୋଇଥିବା ବେଳେ ଓଡ଼ିଶା ବିଧାନସଭା କମିଟି ଫେବୃଆରୀ ୧୨ ରେ!-->…