ବସ୍ ଚକ ତଳେ ଚାଲିଗଲା ଯାତ୍ରୀଙ୍କ ଜୀବନ
ବୌଦ୍ଧ: ଆଜି ସକାଳେ କଣ୍ଟାମାଳ ନିକଟରେ ଏକ ଦୁଃଖଦ ଘଟଣା ଘଟିଛି। ବସରେ ଚଢ଼ିବା ବେଳେ ଗୋଡ଼ ଖସି ତଳେ ପଡ଼ିଯିବାରୁ ଜଣେ ଯାତ୍ରୀଙ୍କ ମୁଣ୍ଡ ଉପରେ ବସ୍ ଚକ ଚାଲିଯିବାରୁ ଜଣେ ବ୍ୟକ୍ତି ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଠାରୁ ଫୁଲବାଣୀ!-->…