କରୋନା ଟିକା ତିଆରି କରୁଥିବା ସେରମ ଇନଷ୍ଟିଚ୍ୟୁଟରେ ଭୟଙ୍କର ନିଆଁ

ପୁଣେ: ମହାମାରୀ କରୋନାକୁ ମାତ୍‌ ଦେବା ପାଇଁ ଟିକା ଉତ୍ପାଦନ କରୁଥିବା ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସେରମ ଇନଷ୍ଟିଚ୍ୟୁଟ ପରିସର ମଧ୍ୟରେ ଥିବା ମଞ୍ଜରୀ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ଏଠାରେ ଥିବା ସେରମ ଟର୍ମିନାଲ-୧ରେ ଭୟଙ୍କର…

ଫାଇଜର ଟିକା ନେଇ ଇସ୍ରାଏଲରେ ୧୨ ହଜାର ଲୋକ କରୋନା ସଂକ୍ରମିତ

ଜେରୁଜେଲମ: ପ୍ରଥମେ ଫାଇଜର ଟିକା ନେଇଥିବା ୟୁରୋପୀୟ ରାଷ୍ଟ୍ର ନରୱେର ୨୩ ବରିଷ୍ଠ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏବେ ଇସ୍ରାଏଲରେ ଏକ ବଡ ଘଟଣା ସମ୍ନାକୁ ଆସିଛି ।ଟିକା ନେବା ପରେ ୧୨୪୦୦ରୁ ଅଧିକ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୬୯ ଜଣ…

ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ଓଁକାର ଚାନ୍ଦଙ୍କ ପରଲୋକ

କଟକ:ଲୋକସେବକ ମଣ୍ଡଳର ପୂର୍ବତନ ସଭାପତି ତଥା ବିଶିଷ୍ଟ ଗାନ୍ଧୀବାଦୀ ଓଁକାର ଚାନ୍ଦ(୯୧)ଙ୍କର ବୁଧବାର ଚଣ୍ଡିଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁଶଯ୍ୟା ନିକଟରେ ୨ଝିଅ ଓ ପରିବାରର ସଦସ୍ୟ ଉପସ୍ଥିତ ଥିଲେ।…

କୃଷି ଆଇନ ବିରୋଧରେ ଜାନୁଆରୀ ୩୦ରୁ ନିଜ ଗାଁରେ ଆନ୍ନା ହଜାରେ କରିବେ ଅନଶନ

ନୂଆଦିଲ୍ଲୀ: କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀର ରାମଲିଳା ମୈଦାନରେ ଅନଶନ ଆରମ୍ଭ କରିବାକୁ ଘୋଷଣା କରିଥିଲେ ଆନ୍ନା ହଜାରେ। ରାମଲିଲା ମୈଦାନରେ ଅନସନ କରିବାକୁ ଅନୁମତି ମାଗିଥିଲେ, କିନ୍ତୁ ଅନୁମତି ନ ଥିବାରୁ ସେ ବର୍ତ୍ତମାନ ନିଜ ଗ୍ରାମରେ ଏହି ଅନଶନ କରିବେ।  ଆନ୍ନା ହଜାରେ ତାଙ୍କ ଗାଁ…

ପାରିବାରିକ କଳହ ପାଇଁ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା ଅଭିଯୋଗ

ଜଳେଶ୍ଵର: ବାଲେଶ୍ୱ ଜିଲ୍ଲା ଭୋଗରାଇ ଥାନା ଚକଫୁଲବଣି ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ପାଇଁ ପୋଖରୀକୁ ଡେଇଁ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦମ୍ପତି ହେଲେ କାହ୍ନୁଚରଣ ମଣ୍ଡଳ ଓ ତାଙ୍କ ପତ୍ନୀ। ଖବର ଅନୁଯାୟୀ, ଭୋଗରାଇ ଥାନା ଚକଫୁଲବଣି ଗାଁର…

ଦେଖାଦେଲେ ଚୀନର ସବୁଠୁ ଧନୀ ଜ୍ୟାକ ମ‌ା

ବେଜିିଂ: ଦୁଇ ମାସରୁ ଅଧିକ ସମୟ ନିଖୋଜ ରହିବା ପରେ ଚୀନର ସବୁଠୁ ଧନୀ ବ୍ୟବସାୟୀ ଜ୍ୟାକ୍ ମା’ଙ୍କର ଆବିର୍ଭାବ ଘଟିଛି। ବୁଧବାର ସେ ଅନ୍‌ଲାଇନ୍‌ରେ ଆତ୍ମପ୍ରକାଶ କରିଛନ୍ତି। ଏକ ସ୍ଥାନୀୟ ବ୍ଲଗ୍‌ରେ ସେ ଦେଖାଦେବା ସହ ନିଜର ବାର୍ତ୍ତା ପ୍ରକାଶ କରିଛନ୍ତି। ସେ ଲାଇଭ୍‌ ଷ୍ଟ୍ରମ୍‌ରେ କିଛି…

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ୍‍ ଅନ୍ତର୍ଗତ କଙ୍କିଳି ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ହୃଷିକେଶ ମହାନ୍ତଙ୍କୁ ଢେଙ୍କାନାଳ ଭିଜିଲାନ୍ସ ସ୍ପେଶିଆଲ୍‍ ଜଜ୍‍ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୁର୍ନୀତି ନିବାରଣ ଆଇନ୍‍ର ଧାରା ୧୭ରେ ଦୁଇବର୍ଷ…

ମାଟ୍ରିକ୍‌ ବିଦ୍ୟାର୍ଥୀଙ୍କୁ ମିଳିବ ‘ଶିକ୍ଷା ଦର୍ପଣ’

ଭୁବନେଶ୍ୱର: ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦିଆଯିବ ‘ଶିକ୍ଷା ଦର୍ପଣ’। ବିଦ୍ୟାର୍ଥୀଙ୍କୁ ଏହି ପୁସ୍ତିକ ଦେବାକୁ ସବୁ ଜିଲାରୁ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। କେଉଁ ଜିଲାରେ ‌କେତେ ଛାତ୍ରଛାତ୍ରୀ ଏଥର ମାଟ୍ରିକ୍‌…

ଅଟୋକୁ ଧକ୍କା ଦେଲା ପିଚୁ ବୋଝେଇ ଡମ୍ପର, ପରିବାରର ୩ ମୃତ

ବୌଦ୍ଧ: ବୌଦ୍ଧ ଜିଲା ମାନମୁଣ୍ଡା – କଣ୍ଟାମାଳ ରାସ୍ତା ଗୋପାଳମାଳ ଛକ ନିକଟରେ ଗୁରୁବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋକୁ ପିଚୁ ବୋଝେଇ ଡମ୍ପର ଧକ୍କା ଦେଇଛି। ଫଳରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ମାଆ ସହ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ…

ଭାରତ ସହ ସମ୍ପର୍କ ଆହୁରି ଦୃଢ଼ ହେବ: ନୂଆ ପ୍ରତିରକ୍ଷା ମନ୍ତ୍ରୀ

ୱାଶିଂଟନ: ଆମେରିକା ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଲୋଏଡ ଅଷ୍ଟିନ। ପ୍ରତିରକ୍ଷା ମନ୍ତ୍ରୀ ଭାବେ ମନୋନୀତ ହେବା ପରେ ଅଷ୍ଟିନ ତାଙ୍କ ଦଳୀୟ ସାଂସଦଙ୍କୁ କହିଛନ୍ତି ଯେ ଆଗାମୀ ଦିନରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଆହୁରି…