ବରୀରେ କୋଭିଡ୍ ଟୀକାକରଣ

ଯାଜପୁର: ଆଜି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କୋଭିଡ୍ ଟୀକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଆନୁଷ୍ଠାନିକ ଭାବେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡଃ ଏସ କେ ସବିର ହୋସେନ୍ ବରୀ ମଣ୍ଡଳ ଉନ୍ନୟନ୍ନ ଅଧିକାରୀ, ବରୀ ତହସିଲଦାର ଓ ମହିଳା ଶିଶୁ ବିକାଶ ଅଧିକାରିଣୀଙ୍କ…

ଗଡ଼ିଲା ସୋନୁ ଆମ୍ବୁଲାନ୍ସ

ନୂଆଦିଲ୍ଲୀ:କରୋନା ମହାମାରୀ ଭିତରେ ରିଲରୁ ରିଅଲ ହିରୋ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ । ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ଯୋଗାଇଛନ୍ତି ସହାୟତା । ତାଙ୍କ ଏହି ଅଭିଯାନ ଏବେ ବି ଜାରି ରହିଛି। ସୋନୁଙ୍କୁ ଏହି ମହାନତା ତାଙ୍କୁ ନୂଆ ପରିଚୟ ଦେଇଛି। ସେ ଲୋକଙ୍କ ମସିହା ପାଲଟି…

ପଶ୍ଚିମବଙ୍ଗରେ କୁହୁଡି ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ଚାଲିଗଲା ୧୩ ଜୀବନ

ଜଲପାଇଗୁରି : ପଶ୍ଚିମବଙ୍ଗର ଜଲପାଇଗୁରି ଜିଲାର ଧୁପୁରୀ ସହରରେ ମଙ୍ଗଳବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା…

ଚାଷୀଙ୍କ ଟ୍ରାକ୍ଟର ରାଲି: ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସରେ ଚାଷୀଙ୍କ ଦ୍ୱାରା ପ୍ରସ୍ତାବିତ ଟ୍ରାକ୍ଟର ରାଲି ବିରୋଧରେ ଦିଲ୍ଲୀ ପୁଲିସ୍ ପକ୍ଷରୁ କରାଯାଇଥିବା ଆବେଦନର କୌଣସି ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧା ସିଧା ମନା କରିଦେଇଛନ୍ତି। ଏଥିସହ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ…

ରାଜ୍ୟରୁ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୧୫୭ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୩ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ସ୍ଥାନୀୟ ଅଞ୍ଚଳରୁ ୬୪ ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ କୁ ବୃଦ୍ଧି ପାଇଛି। ରାଜ୍ୟ…

ଅସଲି ୧୬, ନକଲି ୩୦

ବ୍ରହ୍ମପୁ: ଗଞ୍ଜାମରେ ଛତୁ ଫୁଟିଲା ଭଳି ଖୋଲିଛି ପାଣି ବୋତଲ କାରଖାନା। ସେଥିରୁ ଅଧିକାଂଶ କାରଖାନାର ଲାଇସେନ୍ସ ନାହିଁ। ନୂଆ ନୂଆ ବ୍ରାଣ୍ଡ ନାଁ ଦେଇ ସେଥିରେ ମନଇଚ୍ଛା ଆଇଏସଆଇ ନମ୍ବର ପକାଇ ଗ୍ରାହକଙ୍କୁ ଭ୍ରମିତ କରାଯାଉଛି। ଏପଟେ ଟଙ୍କା ଦେଇ ଲୋକେ ଅସ୍ବାସ୍ଥ୍ୟକର ପାଣି ପିଇବାକୁ ବାଧ୍ୟ…

ରାଜଧାନୀରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ

ଭୁବନେଶ୍ୱର : କଟକ ପରେ ରାଜଧାନୀ ଭୁବନେଶ୍ୱରରେ ନକଲି ଖାଦ୍ୟ ଜିନିଷ ବୁଧବାର ଠାବ କରାଯାଇଛି। ଭୁବନେଶ୍ୱରର ଉପକଣ୍ଠ ପାହାଳ ଫାଣ୍ଡି ନିକଟ ଏକ କାରଖାନାରେ ଅପମିଶ୍ରିତ ସସ ଓ ଆଚାର କାରଖାନା ଉପରେ ଚଢାଉ କରାଯିବା ସହ ବିପୁଳ ସସ ଓ ଆଚାର ଜବତ କରାଯାଇଛି। ସ୍ପେଶାଲ ସ୍କ୍ୱାର୍ଡ ପୁଲିସ ଓ ଖାଦ୍ୟ…

‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ : ମୋଦୀ

ନୂଆଦିଲ୍ଲୀ : ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ’ ଅଧୀନରେ ନିଜର ଏକ ବାସଗୃହ ଲୋକମାନଙ୍କ ମନୋବଳ ବୃଦ୍ଧି କରିବ ଓ ସେମାନେ ଯେକୌଣସି ସମସ୍ୟାର ସମାଧାନ କରିପାରିବେ ବୋଲି ସେମାନଙ୍କ ମଧ୍ୟରେ ସାହସ ଆଣିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଆତ୍ମନିର୍ଭର ଭାରତ ସିଧାସଳଖ…

ମଦ୍ୟପ ପୁଅର କଟୁରୀ ଚୋଟରେ ମାଆର ମୃତ୍ୟୁ ଅଭିଯୋଗ

ଆସିକା : ଗଞ୍ଜାମ ଜିଲାର କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବାଳିସାହି ଫାଣ୍ଡି ବଣପଲ୍ଲୀ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି। ମଦ୍ୟପ ପୁଅର କଟୁରୀ ଚୋଟରେ ମାଆର ମୃତ୍ୟୁ ନେଇ ଅଭିଯୋଗ ହୋଇଛି। ଘରୋଇ କଳିରୁ ମାଆକୁ ହାଣି ପୁଅ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ…

ସୀମା ବିବାଦ, ପ୍ରତିମାସରେ ସମୀକ୍ଷା କରିବେ ଜିଲାପାଳ ଓ ଏସପି

ଭୁବନେଶ୍ୱର: ପଡୋଶୀ ରାଜ୍ୟ ସହିତ ଓଡ଼ିଶାର ବିଭିନ୍ନ ଜିଲାରେ ଲାଗି ରହିଥିବା ସୀମା ବିବାଦର ସ୍ଥାୟୀ ସମାଧାନ ଲାଗି ବିଧାନସଭା ଗୃହ କମିଟି ଗୁରୁତ୍ବ ଦେଇଛି। ଏଣିକି ପ୍ରତି ମାସରେ ସଂପୃକ୍ତ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଅନ୍ତତପକ୍ଷେ ଥରେ ସୀମା ବିବାଦ ଥିବା ପ୍ରତି ପକ୍ଷ ଜିଲାପାଳ ଓ ଆରକ୍ଷୀ…