ଭୁବନେଶ୍ୱରରେ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍‌

ଭୁବନେଶ୍ୱର : ଭୁବନେଶ୍ୱରରେ ନିର୍ମାଣ ହେବ ଆଉ ଏକ ଫୁଟ୍ ଓଭର ବ୍ରିଜ୍। ୧୬ ନମ୍ବର ଜାତୀୟ ରାଜପଥରେ ସହିଦନଗର-ସତ୍‌ସଙ୍ଗ ବିହାର ମଧ୍ୟରେ ତିଆରି ହେବ ଏହି ଫୁଟ୍ ଓଭର ବ୍ରିଜ୍। ଏ ନେଇ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଚିଠି ଆସିଛି। ଭୁବନେଶ୍ୱର ସ୍ଥିତ ଜାତୀୟ ରାଜପଥ…

ଗୋଟିଏ ରାତିରେ ଗାଁର ୪ ସ୍ଥାନରେ ଅଗ୍ନିକାଣ୍ଡ

ଗୁରୁଡିଝାଟିଆ: ଖମାରନୂଆଗାଁରେ ବିଳମ୍ବିତ ରାତିରେ ୪ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଏଭଳି ଅଗ୍ନିକାଣ୍ଡ ଗାଁରେ ଆଗରୁ କେବେ ହୋଇନଥିଲା। ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ପ୍ରସନ୍ନ ରାଉତଙ୍କ ସାଇକେଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନରେ…

ଖୁବ ଶୀଘ୍ର ଆରମ୍ଭ ହେବ ସମଲେଶ୍ବରୀ ମନ୍ଦିରର ପାରିପାର୍ଶ୍ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟ କରଣ ଓ ପାରିପାର୍ଶ୍ବିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମାଆ…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଢେଙ୍କାନାଳ ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ। ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ିଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଢେଙ୍କାନାଳ ଭିଜିଲାନ୍ସ ଲାଞ୍ଚ ଟଙ୍କା ସହ…

ବ୍ରିସବେନରେ ଭାରତର ବାଜିମାତ୍

ବ୍ରିସ୍‌ବେନ୍‌: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍‌ରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି । ୪ ମ୍ୟାଚ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ୨-୧ ରେ ଭାରତ ସିରିଜ ଜତିଛି। ପନ୍ତଙ୍କ ୧୩୮ ବଲରେ ୯ ଚୌକା ଓ ୧ ଛକା ସହ ଅପରାଜିତ ୮୯ ରନ୍‌ର ଇନିଂସ୍, ଗିଲ୍ ୧୪୬ ବଲରେ ୯୧ ଓ ପୂଜାରାଙ୍କ ୫୬ ରନର ଉପଯୋଗୀ…

ଗୁଜରାଟ ମର୍ମନ୍ତୁଦ ଦୁର୍ଘଟଣା ; ୧୩ ମୃତ

ଗୁଜରାଟ : ଗୁଜରାଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସୁରଟର କୋସମ୍ବା ଗ୍ରାମର କିମ ରାସ୍ତାରେ ଏକ ଟ୍ରକ ରାସ୍ତାକଡ଼ (ଫୁଟପାଥ)ରେ ଶୋଇଥିବା ୧୮ ଜଣଙ୍କ ଉପରେ ମାଡି ଓଲଟି ଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସହ ଅନ୍ୟ ୫ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ଖବର ପାଇ…

ରାଜ୍ୟରେ ୧୫୦ରେ ସୀମିତ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଂଟାରେ ୧୫୦ ସୀମିତି ଅଛନ୍ତି ଅକ୍ରାନ୍ତ । ଆଉ ନୂଆ ୧୨୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୭୨ ହୋଥିବା ବେଳେ ସ୍ଥାନୀୟ ୫୦ ହୋଇଛନ୍ତି । ମୋଟ…

କନ୍ୟା ବାହାଘରରେ ଅଭିନବ ବ୍ୟବସ୍ଥା: ଆସ ବା ନ ଆସ , ଅନଲାଇନ ଉପହାର ପଠାଅ

ମଦୁରାଇ : ବିବାହ ଉତ୍ସବରେ ନବଦମ୍ପତିଙ୍କୁ ଉପହାର ଦେବା ଏକ ସାଧାରଣ ବିଧି: କିନ୍ତୁ ଏହାର ଧାରା ସମୟାନୁସାରେ ବଦଳି ଚାଲିଛି । ବିଭିନ୍ନ ସାମଗ୍ରୀ ଉପହାର ଦେବା ଏବେ ପୁରୁଣା ହୋଇଗଲାଣି । ଗିଫ୍ଟ ଚେକ ଦେବା ମଧ୍ୟ ପୁରୁଣା ହେବାକୁ ଲାଗିଲାଣି । ଏବେ ଅନଲାଇନ ଟ୍ରାନ୍ସଫର କରିଦେଲେ…

ନେତାଜୀଙ୍କ ଜନ୍ମଦିନକୁ ’ପରାକ୍ରମ ଦିବସ’ ଭାବେ ପାଳନ କରାଯିବା ପାଇଁ ନିଷ୍ପତ୍ତି

ନୂଆଦିଲ୍ଲୀ: ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପାଳନ କରିବାକୁ ମଙ୍ଗଳବାର କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମଦିନ ପ୍ରତିବର୍ଷ ଜାନୁଆରୀ ୨୩କୁ ସରକାର ’ପରାକ୍ରମ…

ଦେଶରେ ନୂଆ ସଂକ୍ରମିତ ୧୦,୦୬୪: ୧୩୭ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଅକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ହ୍ରାସ ।ଉଛି । ଦିନକରେ ୧୦,୦୬୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୮୧,୮୩୭ କୁ ବୃଦ୍ଧି ପ।ଇଛି । ସେହିଭଳି ଚିକିତ୍ସାଧୀନ ଅବସ୍ଥାରେ ୧୩୭ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା…