ମହଙ୍ଗା ହେବ ସଂସଦ ଭବନ କ୍ୟାଣ୍ଟିନ ଖାଦ୍ୟ
ନୂଆଦିଲ୍ଲୀ: ସଂସଦ ଭବନ କ୍ୟାଣ୍ଟିନରେ ଆଉ ଶସ୍ତାରେ ଖାଦ୍ୟ ମିଳିବ ନାହିଁ। ଏଠାରେ ପ୍ରଚଳିତ ରିଆତି ବ୍ୟବସ୍ଥାକୁ ଆଗାମୀ ବଜେଟ ଅଧିବେଶନଠାରୁ ବନ୍ଦ କରିଦିଆଯିବା ପାଇଁ ସଂସଦ ସଚିବାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ପଦକ୍ଷେପ ଦ୍ବାରା ସଂସଦ ପରିଚାଳନା ବାବଦ ଖର୍ଚ୍ଚରୁ ୮କୋଟି ଟଙ୍କା ସଞ୍ଚୟ!-->…