ସର୍ବୋଚ୍ଚ ସ୍ତରରେ ସେନସେକ୍ସ-ନିଫ୍ଟି

ନୂଆଦିଲ୍ଲୀ: ଗୁରୁବାର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ସେୟାର ବଜାର। ସେନସେକ୍ସ ପ୍ରଥମ ଥର ପାଇଁ ୫୦ହଜାର ଟପିଥିବା ବେଳେ। ନିଫ୍ଟି ବି ୧୪ହଜାର ପାର କରିଛି। ସେନସେକ୍ସରେ ପ୍ରଥମ ଥର ପାଇଁ ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ୫୦,୧୨୬.୭୩ରେ ପହଞ୍ଚିବାରେ ସଫଳ ହୋଇଥିବା ବେଳେ ନିଫ୍ଟି -୫୦ ମଧ୍ୟ…

ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ

ନବରଙ୍ଗପୁର : ନବରଙ୍ଗପୁର ଜିଲା ଉମରକୋଟ ଅନ୍ତର୍ଗତ ସିଙ୍ଗିଶାରୀ ଜିଆରଏସଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଥିବା ଗୁରୁବାର ଜଣାପଡ଼ିଛି। ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଜିଆରଏସ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୭ ଲକ୍ଷ ୮୩ ହଜାର ଟଙ୍କା ଜବତ…

ପୁଣି ବଢିଲା ବସ୍‌ ଭଡ଼ା

ରାଜ୍ୟରେ ବସ୍‌ ଭଡ଼ା ବୃଦ୍ଧି ପାଇଛି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେଉଥିବାରୁ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ସ୍ୱୟଂକ୍ରିୟ ବ୍ୟବସ୍ଥା ମାଧ୍ୟମରେ ଏହି ଭଡା ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡାରେ ୧ ପଇସା ବୃଦ୍ଧି ପାଇବା ଫଳରେ ସାଧାରଣ ବସ୍ ଭଡା…

୨୦୨୧ ଆଇପିଏଲ୍‌ , କିଏ କାହାକୁ ଛାଡ଼ିଲେ?

ସ୍ମିଥ୍‌ଙ୍କୁ ଛାଡ଼ିଲା ରାଜସ୍ଥାନ; ସାମ୍‌ସନ ଅଧିନାୟକ ନୂଆଦିଲ୍ଲୀ: ୨୦୨୧ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ପାଇଁ ଖେଳାଳି ରଖିବା ଓ ଖେଳାଳିଙ୍କୁ ଛାଡ଼ିବାର ତାଲିକା ଦେବାର ଶେଷତାରିଖ ଜାନୁଆରୀ ୨୦ ବା ବୁଧବାର ଥିଲା। ରାଜସ୍ଥାନ ରୟାଲ୍‌ସ ତା’ର ଅଧିନାୟକ ଅଷ୍ଟ୍ରେଲିଆର ଷ୍ଟିଭେନ୍…

ଦେଶରେ ନୂଆ ପଜିଟିଭ ୧୫,୨୨୩ ; ମୃତ ୧୫୧

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ଲଗାତାର ହ୍ରାସ ପାଇଛି। ଦେଶରେ ୨୪ ଘଣ୍ଟାରେ ୧୫,୨୨୩ ନୂଆ ପଜିଟିଭ ଚିହ୍ନଟ ହେବା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬, ୧୦, ୮୮୩କୁ ବୃଦ୍ଧି ପାଇଛି। ସେହିପରି ଦିନକରେ ୧୯,୯୬୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ…

ଆସାମରେ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ଟିକା ନଷ୍ଟ

ସିଲ୍ଚର୍: ଆସାମର କାଛାର ଜିଲ୍ଲାସ୍ଥିତ ସିଲ୍ଚର୍ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲରେ (ଏସ୍ଏମ୍ସିଏଚ୍) ପ୍ରାୟ ୧୦୦୦ ଡୋଜ୍ ‘କୋଭିସିଲ୍ଡ’ ଟିକା ନଷ୍ଟ ହୋଇଯାଇଛି । ‘ଏସ୍ଏମ୍ସିଏଚ୍’ର ଭ୍ୟାକ୍ସିନ୍ ଷ୍ଟୋର୍ ୟୁନିଟ୍ରେ ଏହି ଟିକା ଜମାଟ ବାନ୍ଧି ଯାଇଛି । ୧୦୦୦ ଡୋଜ୍ ଥିବା ପ୍ରାୟ ୧୦୦ ଶିଶି…

ଗୁଳି ମାଡ଼ରେ ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ମୃତ୍ୟୁ

ବ୍ରହ୍ମପୁର: ଦୃବିତଙ୍କ ଗୁଳି ମାଡ଼ରେ ବେଗୁନିଆପଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କର ଆଜି ମୃତ୍ୟୁ ଘଟିଛି । ସକାଳୁ ସକାଳୁ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ସୃଷ୍ଟି ହୋଇଛି । ଗଞ୍ଜାମ ଏସ୍ପି ବ୍ରିଜେଶ ରାୟ ଦେଇଥିବା ସୂଚନା…

ଓଡ଼ିଶାର ଯୁବକ-ଯୁବତୀଙ୍କୁ ଲେଫ୍ଟନାଂଟ ଜେନେରାଲ ସି.ପି. ମହାନ୍ତିଙ୍କ ପରାମର୍ଶ ପ୍ରତି ଗାଁରୁ ଜଣେ ସେନାରେ ଯୋଗ…

ଭୁବନେଶ୍ୱର: ସୀମାନ୍ତରେ ଭାରତୀୟ ସେନା ବାହିନୀ ଯେ କୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ବୋଲି ସେନାର ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିବା ପ୍ରଥମ ଓଡ଼ିଆ ଅଫିସର ଲେଫ୍ଟେନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି କହିଛନ୍ତି । ସୈନିକ ସ୍କୁଲରେ ଗଣ ମାଧ୍ୟମକୁ ସୂଚନା ଦେଇ ସେ…

ତୈଳ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ

ଭୁବନେଶ୍ୱର: ଡିଜେଲ ଓ ପେଟ୍ରୋଲର କ୍ରମାଗତ ଦରବୃଦ୍ଧି ବିରୋଧରେ ଆଜି ସିପିଆଇ ଓ ବିକେଏମ୍ୟୁ ପକ୍ଷରୁ ରାଜଧାନ ଭୁବନେଶ୍ୱରରେ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ଶତାଧିକ ନରନାରୀ ସିପିଆଇର ରାଜ୍ୟ ଦପ୍ତର ଭଗବତୀ ଭବନରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ସେମାନେ…

ଲାୟନ୍ସ କ୍ଲବର ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର : ଆଂଚଳିକ ପରିବହନ ସଂସ୍ଥା ଆନୁକୂଲ୍ୟରେ ଏବଂ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶା ସହଯୋଗରେ ୩୨ତମ ସଡ଼କ ସୁରକ୍ଷା ମାସ ପାଇଁ ଏକ ଚକ୍ଷୁ ପରୀକ୍ଷା ଶିବିର ବସ୍ ·ଳକ ଭାଇମାନଙ୍କ ପାଇଁ ଅନୁÂିତ ହୋଇଯାଇଛି । ସ୍ଥାନୀୟ ବରମୁଣ୍ଡା ବସ୍ଷ୍ଟାଣ୍ଡଠାରେ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ…