ଗଣତନ୍ତ୍ରରେ ହଲଚଲ
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଯେଉଁ ସବୁ ଦେଶରେ ପ୍ରଚଳିତ, ତନ୍ମଧ୍ୟରେ ସର୍ବାଗ୍ରେ ରହିଥିବା ରାଷ୍ଟ୍ର ଗୁଡିକ ହେଲେ ମୁଖ୍ୟତଃ, ବ୍ରିଟେନ୍, ଆମେରିକା,ଫ୍ରାନ୍ସ ଓ ଭାରତ । ଯଦିଓ ଆହୁରି ବହୁ ଦେଶରେ ଗଣତନ୍ତ୍ର ରହିଛି, କିନ୍ତୁ ଗଣତାନ୍ତ୍ରିକ ଇତିହାସ ରହିଥିବା ରାଷ୍ଟ୍ର କହିଲେ, ସାଧାରଣତଃ!-->…