ଜଳନ୍ତା ଟାୟାର ଫିଙ୍ଗି ହାତୀକୁ ମାରିଦେଲେ
ଚେନ୍ନଇ: ତାମିଲନାଡୁ ନୀଳଗିରି ଜିଲାର ମାସିନାଗୁଡିରେ ଲୋକଙ୍କ ଆକ୍ରମଣରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ୫୦ବର୍ଷ ବୟସର ହାତୀଟି ଜନବସତି ମଧ୍ୟକୁ ପଳାଇ ଆସିଥିବାବେଳେ ଘଉଡାଇବା ପାଇଁ ଲୋକେ ତା’ ଉପରକୁ ଜଳନ୍ତା ଟାୟାର ଫିଙ୍ଗିଥିଲେ। ନିଆଁରେ ପୋଡି ହୋଇ ହାତୀଟି ଗୁରୁତର ଆହତ ହେବାସହ!-->…