ଲଣ୍ଡନର ୬୯ ବର୍ଷ ପୂର୍ବ ଘାତକ କୁହୁଡ଼ି

୧୯୫୨ ମସିହା ଡିସେମ୍ବର ମାସର ଘଟଣା, ବର୍ଷର ଏଇ ଶେଷ ଆଡ଼କୁ ଲଣ୍ଡନରେ ଅଧିକ ଶୀତ ଅନୁଭୂତ ହୁଏ। ସେତେବେଳେ ମଧ୍ୟ ସେଭଳି ସମାନ ପରିସ୍ଥିତି, ଶୀତ ସହ କୁହୁଡ଼ିରେ ଲଣ୍ଡନ ସହର କବଳିତ। ସେଇ ବର୍ଷ ପରିବେଶ ପରିବର୍ତ୍ତନ କାରଣରୁ କୁହୁଡ଼ି କମ୍ ହେଉନଥାଏ, ଡିସେମ୍ବର ୫-୯ ମଧ୍ୟରେ ଘନ କୁହୁଡ଼ି…

ରାଜ୍ୟ ସଂଗ୍ରହାଳୟ ଖୋଲିବାରେ ବିଳମ୍ବ : ଏସ୍ଆରସିଙ୍କ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର: କରୋନା ସଂକ୍ରମଣ କମିଲା । ଏଥିନେଇ ଜାରି କରାଯାଇଥିବା ନିୟମକୁ କୋହଳ କରାଗଲା । ରାଜ୍ୟରେ ବିଦ୍ୟାଳୟ ଖୋଲିଲା । ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ମିଳିଲା । ପ୍ରେକ୍ଷାଳୟରେ ବସି ଦର୍ଶକ ଚଳଚ୍ଚିତ୍ର ଦେଖିଲେ । ସର୍ବୋପରି ରାଜ୍ୟ ଜନଜାତି ସଂଗ୍ରହାଳୟ ଖୋଲିଥିବାବେଳେ…

ରାଜ୍ୟସଭାରେ ବଢ଼ୁଛି ଆଚଂଳିକ ଭାଷାର ଗୁରୁତ୍ୱ

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଂଚଳିକ ଭାଷାରେ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବା ସିହତ ବିତର୍କରେ ଭାଗ ନେବାପାଇଁ ସାଂସଦମାନଙ୍କ ଭିତରେ ଆଗ୍ରହ ବଢ଼ୁଛି । ୨୦୧୮ ମସିହାଠାରୁ ଏହି ଆଗ୍ରହ ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟସଭା ସଚିବାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ…

ପୌରାଣିକ ଉପନ୍ୟାସ “କୃଷ୍ଣା” ଉନ୍ମୋଚିତ

ଯାଜପୁର:- ଯାଜପୁରର ପ୍ରସିଦ୍ଧ ବନ ବିହାରୀ ମଠ ପରସିରରେ ଔପନ୍ୟାସିକ ଜଗନ୍ନାଥ ଧଳଙ୍କ ରଚିତ ଉପନ୍ୟାସ “କୃଷ୍ଣା” ବରିଷ୍ଠ ପ୍ରାକ୍ତନ ପ୍ରଶାସକ ବନ ବିହାରୀ ମହାପାତ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ସାରସ୍ୱତ ସଭାରେ ଶିକ୍ଷାବିତ୍ ପୁଷ୍ପକାନ୍ତ ମଲ୍ଲିକ…

ବଳକା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟରୁ ବଳକା ଉଷୁନା ଚାଉଳକୁ ନେଇ ବିଜେଡି-ବିଜେପି ମୁହାଁ ମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନେବ ନାହିଁ ବୋଲି ଦେଇଥିବା ଚିଠିକୁ ବିଜେଡି ତିବ୍ର ସମାଲୋଚନା କରିଥିଲା ବେଳେ ବିଜେଡିର ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ…

ଓଡିଆ ଅଫିସର ସେନା ଉପମୁଖ୍ୟ

ନୂଆଦିଲ୍ଲୀ: ଓଡିଆ ଅଫିସର ତଥା ଲେପ୍ଟନାଂଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି ଭାରତୀୟ ସେନା ବାହୀନିର ଉପମୁଖ୍ୟ ହେବେ । ଆସନ୍ତା ୧ତାରିଖରୁ ସେ ନୂତନ ଦାୟିତ୍ୱ ଗ୍ରହଣ କରିବେ । ବର୍ତମାନର ସେନା ଉପମୁଖ୍ୟ ଲେପ୍ଟନାଂଟ ଜେନେରାଲ ଏସ.କେ ସାଇନ୍ ଆସନ୍ତା ୩୧ ତାରିଖ ଦିନ ଅବସରର ଗ୍ରହଣ କରିବେ ।…

ଖଣ୍ଡାରେ ହାଣି ଲୁଟି ନେଲେ ୪ ଲକ୍ଷ

ଉମରକୋଟ : ଖଣ୍ଡାରେ ଆକ୍ରମଣ କରି ବ୍ୟବସାୟୀଙ୍କଠାରୁ ଲୁଟି ନେଲେ ୪ ଲକ୍ଷ ଟଙ୍କା। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ଗାଁ ନିକଟରେ। ଝରିଗାଁ ବ୍ଲକ୍ ଚଚ୍ଚା ଗାଁର ବ୍ୟବସାୟୀ ରାଜେନ୍ଦ୍ର ଯାଦବ ଏକ ବ୍ୟାଗରେ ୪ ଲକ୍ଷ ଟଙ୍କା ନେଇ ବାଇକ୍ ଯୋଗେ ନିକଟସ୍ଥ କଂଗ୍ରା…

କରୋନା ଟିକାକରଣ : ଭାରତକୁ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ଦେଶବ୍ୟାପୀ କରୋନା ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ବିଦେଶୀ ରାଷ୍ଟ୍ରଗୁଡ଼ିକର ନେତାମାନେ ଭାରତକୁ ଅଭିନନ୍ଦନ ବାର୍ତ୍ତା ପଠାଇବାରେ ଳାଗିଛନ୍ତି। ଗତ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀକୋଭିଡ୍‍-୧୯ ପ୍ରତିଷେଧକ ଟିକାକରଣ କାର୍ୟ୍ୟକ୍ରମର…

ନନ୍ଦିଗ୍ରାମରୁ ନିର୍ବାଚନ ଲଢ଼ିବେ ମମତା

କଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ନନ୍ଦିଗ୍ରାମ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ସୋମବାର ଘୋଷଣା କରିଛନ୍ତି। ନିକଟରେ ଟିଏମସି ଛାଡ଼ି ବିଜେପିରେ ସାମିଲ ହୋଇଥିବା ବିଧାୟକ…

ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ବାଙ୍କୀ ପ୍ରଶାସନର ପ୍ରସ୍ତୁତି ବୈଠକ

ବାଙ୍କୀ : ବାଙ୍କୀ ଉପଖଣ୍ଡସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶାରଦା ପ୍ରସାଦ ମହାନ୍ତିଙ୍କ ସଂଚାଳନରେ ଅନୁଷ୍ଠିତ…