୪ର୍ଥ ଟେଷ୍ଟ: ମ୍ୟାଚ୍‌ ସହ ସିରିଜ ବିଜୟ ପାଇଁ ଭାରତକୁ ଦରକାର ୩୨୮ ରନ୍

ବ୍ରିସବେନ୍‌ରେ ଚାଲିଥିବା ୪ର୍ଥ ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ଦଳ ଟିମ୍‌ ଇଣ୍ଡିଆକୁ ୩୨୮ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତୀୟ ଖେଳାଳି ଏହି ବିଜୟ ଲକ୍ଷ୍ୟ ଅତିକ୍ରମ କଲେ ମ୍ୟାଚ ଜିତିବା ସହିତ ସିରିଜ୍‌ କବ୍‌ଜା କରିବେ। ୪ର୍ଥ ଦିନ ଖେଳ ସୁଦ୍ଧା ଟିମ ଇଣ୍ଡିଆ ବିନା କୌଣସି ଉଇକେଟ୍‌ ହରାଇ…

୨୬ରେ କୃଷକଙ୍କ ଟ୍ରାକ୍ଟର ରାଲି

ଜାନୁୟାରୀ ୨୬ ଗଣତନ୍ତ୍ର ଦିବସ ଅବସରରେ କୃଷକଙ୍କ ଦ୍ବାରା ଆୟୋଜନ କରାଯିବାକୁ ଥିବା ଟ୍ରାକ୍ଟର ରାଲି ବିରୋଧରେ ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଏକ ପିଟିଶନର ଶୁଣାଣି ସୋମବାର ହୋଇଛି। ଟ୍ରାକ୍ଟର ରାଲି ସମ୍ପର୍କରେ ଦିଲ୍ଲୀ ପୁଲିସ ନିଷ୍ପତ୍ତି ନେଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଶୁଣାଣି ସମୟରେ…

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସାଂପ୍ରତିକ ଆବଶ୍ୟକତା

ରାଜ୍ୟରେ ଆଞ୍ଚଳିକ ବୈଷମ୍ୟ ଦୂର କରିବା ଉଦ୍ଦେଶ୍ୟ ନେଇ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରିଥିଲେ। ଏହାର ପୃଷ୍ଠଭୂମିରେ ଥିଲା ତିନି ଦଶନ୍ଧି ପୂର୍ବେ ତଥା ୧୯୯୧ ମସିହା ୩୦ ମାର୍ଚ୍ଚ ଦିନ ବିଧାନସଭାରେ ହୋଇଥିବା ଅାଲୋଚନା ଓ ୧୯୯୫ ମସିହା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଓ…

ଆସନ୍ତାକାଲି କୃଷକ-ସରକାର ବୈଠକ, କୃଷିମନ୍ତ୍ରୀ ତୋମାର ଆଶାବାଦୀ

କୃଷି ଆଇନ ପ୍ରତ୍ୟାହାର ବ୍ୟତୀତ ଅନ୍ୟ କ’ଣ ଆବଶ୍ୟକତା ରହିଛି, ସେ ସମ୍ପର୍କରେ କୃଷକ ସଙ୍ଗଠନଗୁଡ଼ିକ ସରକାରଙ୍କୁ ଜଣାଇପାରିବେ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ଗତକାଲି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ତୋମାର କୃଷକ ସଙ୍ଗଠନଗୁଡ଼ିକୁ ଅନୁରୋଧ କରି…

ଅହମ୍ମଦାବାଦ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୋଦୀ

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଏହି ଦୁଇ…

ପୁଣି ଜନନୀ ଯନ୍ତ୍ରଣା : ଖଟିଆରେ ୨ କି.ମି ବୁହା ହେଲେ ଗର୍ଭବତୀ ମହିଳା

ଠାକୁରମୁଣ୍ଡା : ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ନିର୍ବାଚନ ମଣ୍ଡଳୀର ଶରତ ଥାନା ଅନ୍ତର୍ଗତ କଳମଗାଡ଼ିଆ ଗ୍ରାମପଞ୍ଚାୟତ ନାକଚିଡା ଗ୍ରାମରେ। ଆଜି ସେହି ଗ୍ରାମର ଗୁପ ସାମାଡ଼ଙ୍କ ସ୍ତ୍ରୀ ରାଧିକା ସାମାଡ଼ଙ୍କ…

ଅନୈତିକ ସଂପର୍କକୁ ଶେଷ କରିବାକୁ ନେଲେ ଚରମ ପଦକ୍ଷେପ; ଶାଶୂ-ଜ୍ୱାଇଁ ଗିରଫ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଭବାନୀପୁରରେ ଗାଁ ସାଥୀଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ସୁନ୍ଦରଗଡ଼ ଟାଉନ୍ ଥାନା ପୁଲିସ୍ ଜଣେ ମହିଳା ଓ ତାଙ୍କ ଜ୍ୱାଇଁଙ୍କୁ ଗିରଫ କରିଛି। ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ ଏହି ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ,…

ଜୋରଦାର ଟିକାକରଣ କାର୍ଯ୍ୟକ୍ରମ : ୩୧ ହଜାର ୯୦୨ଜଣଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ସୋମବାର ଠାରୁ ପୁଣି ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶନିବାର ରାଜ୍ୟରେ ୧୩ ହଜାର ୯୮୦ ଜଣଙ୍କୁ ଟୀକାରଣ ପରେ ରବିବାର ଦିନ ଟିକାଦାନ ବନ୍ଦ ରହିଥିଲା। ସେହିପରି ରାଜ୍ୟର ୧୬୧ଟି କେନ୍ଦ୍ରରେ ସଫଳ କୋଭିଡ୍ ଟୀକାକରଣ ପରେ ଆଜି ୩୮୦ଟି କେନ୍ଦ୍ରରେ ୩୧ ହଜାର…

କ୍ରୀଡ଼ା ପ୍ରତିଭାଙ୍କ ନାମରେ ନାମିତ ହେବ ଦେଶର କ୍ରୀଡ଼ାଙ୍ଗନ

ଦେଶରେ ଆଗାମୀ ଦିନରେ ଭାରତୀୟ କ୍ରୀଡ଼ା କର୍ତ୍ତୃପକ୍ଷଙ୍କଦ୍ୱାରା ନିର୍ମାଣ ହେବାକୁ ଥିବା ଓ ଉନ୍ନୀତ ହେବାକୁ ଥିବା କ୍ରୀଡ଼ାଙ୍ଗନଗୁଡ଼ିକୁ ଦେଶର ସୁନାମଧନ୍ୟ କ୍ରୀଡ଼ା ପ୍ରତିଭାଙ୍କ ନାମରେ ନାମିତ କରାଯିବ। ଲକ୍ଷ୍ନୌରେ ନିର୍ମିତ ନେସନାଲ୍‍ ସେଣ୍ଟର୍‍ ଅଫ୍‍ ଏକ୍‍ସଲେନ୍ସ, ଭୋପାଳରେ ନିର୍ମିତ…

୨ଟି ରେଳ ପ୍ରକଳ୍ପର ଆଜି ଭୂମି ପୂଜନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅହମ୍ମଦାବାଦ୍‍ ମେଟ୍ରୋ ରେଳ ପ୍ରକଳ୍ପର ଫେଜ୍‍-୨ ଏବଂ ସୁରତ୍‍ ମେଟ୍ରୋ ରେଳ ପ୍ରକଳ୍ପର ଭୂମି ପୂଜନ କରିବେ। ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକ ଏହିସବୁ ସହରଗୁଡ଼ିକୁ ପରିବେଶ ଅନୁକୂଳ ମାସ୍‍ ରାପିଡ୍‍ ଟ୍ରାନଜିଟ୍‍ ପ୍ରଣାଳୀ…