ଆଇପିଏଲ୍ ନିଲାମ : ଫେବ୍ରୁଆରୀ ୪ ସୁଦ୍ଧା ଖେଳାଳି ପଞ୍ଜୀକରଣ
ନୂଆଦିଲ୍ଲୀ : ଫେବୃଆରୀ ୧୬ରେ ଆଇପିଏଲ୍ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ। ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ; ତା’ର ତାଲିକା ଦେବାର ଅନ୍ତିମ ତାରିଖ ହେଉଛି ଜାନୁଆରୀ ୨୦। ତେବେ କୌଣସି ଆଇପିଏଲ୍ ଦଳ ସହ ଚୁକ୍ତି କରିନଥିବା ଖେଳାଳି ଆଇପିଏଲ୍ ନିଲାମ ଲାଗି!-->…