୭୩ତମ ସେନା ପ୍ରତିଷ୍ଠା ଦିବସରେ ବେଜିଂକୁ ସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଳୀ: ଭାରତ ଚୀନ୍ ସୀମା ବିବାଦ ମଧ୍ୟରେ ଚୀନ୍ କଡା ଚେତାବନୀ ଦେଇଛନ୍ତି ସେନାମୁଖ୍ୟ ଏମଏମ ନରଭଣେ । କେହି ବି ଭାରତର ଧୈର୍ଯ୍ୟର ପରୀକ୍ଷା ନନିଅନ୍ତୁ ବୋଲି ସିଧାସଳଖ କହିଛନ୍ତି ସେନାମୁଖ୍ୟ । କେବଳ ଏତିକି ନୁହେଁ ଗଲୱାନ ଘାଟୀ ଘଟଣାକୁ ମନେପକାଇ ନରଭଣେ କହିଛନ୍ତି ଯେ, ଯବାନଭ୍କ…

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଝାରପଡା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି । ମୃତ କଏଦୀର ନାଁ ରବି ଦୁଲାଲ୍ । ସେ ନୟାଗଡ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲା । ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲେ । ଏହି ସମୟରେ ତାର ମୁଣ୍ଡ ବାଡେଇ ହୋଇଗଲା ସେ ତଳେ ପଡିଗଲା ।…

କୁହୁଡି ଆଉ ୨ଦିନ

ଭୁବନେଶ୍ୱର: ରାଜ୍ୟରେ ଆଉ ଦୁଇଦିନ ଶୀତର ପ୍ରକୋପ ଜାରି ରହିବ । ତାପମାତ୍ରା ମଧ୍ୟ ୩ରୁ ୪ ଡିଗ୍ରୀ ବଢିବ ବୋଲି ଭୁବନେଶ୍ୱରର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଝାରସୁଗୁଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ, ଉତର ଓ ଅଭ୍ୟନ୍ତରୀଣ ଓଡିଶାରେ ବିଶେଷ ଭାବେ ଶୀତର ପ୍ରକୋପ ଜାରି…

ବୋବଡେଙ୍କୁ ଶିଖ୍ ସଂଗଠନର ଧମକ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ ପ୍ରସଙ୍ଗରେ କୃଷକ ମାନେ ସରକାରଙ୍କୁ ଟାର୍ଗେଟ୍ କରୁଥିବା ବେଳେ ଆନ୍ତର୍ଜାତିକ ଶିଖ୍ ସଂଗଠନ ଶିଖ୍ ଫର ଜଷ୍ଟିସ୍ (ଏସ୍ ଏଫ ଜେ) ଏନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏସ୍. ଏ ବୋବଡେଙ୍କୁ ଧମକ ଦେଇଛନ୍ତି । ଏହି ଧମକରେ ଶିଖ୍ ଫର ଜଷ୍ଟିସ୍ ପ୍ରଧାନବିିଚାରପତିଙ୍କ…

କମିଶନରେଟ୍ ପୋଲିସର ରକ୍ତ ସଂଗ୍ରହ ଅଭିଯାନ

କଟକ: କୋଭିଡ-୧୯ ସଙ୍କଟ ବେଳେ କମିଶନରେଟ୍ ପୋଲିସ ରକ୍ତ ସଂଗ୍ରହ ଅଭିଯାନକୁ ଆହ୍ୱରି ବ୍ୟାପକ କରିଥିଲା । ପାଖାପାଖି ୧୦୬ ସ୍ୱେଚ୍ଛାସେବୀ ସଂଗଠନ ସହ ମିଶି ରକ୍ତଦାନ ଶିବିର ଆୟୋଜିତ କରିଥିଲା । ଯାହା ଜରିଆରେ ମୋଟ ୪ ହଜାର ୪୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇପାରିଛି । ଥାଲସେମିଆ ସମେତ୍ ଅନ୍ୟ…

ଅଭାବନୀୟ: ୮୫ ବର୍ଷୀୟା ଶାଶୁଙ୍କୁ ଝାଡ଼ୁରେ ପିଟିଲା ବୋହୂ, ଭିଡିଓ ଭାଇରାଲ

ଉତ୍ତରପ୍ରଦେଶର ଆଗ୍ରା ଜିଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୮୫ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ବୋହୂ ଝାଡ଼ୁରେ ପିଟିଛନ୍ତି। ଏହି ଦୃଶ୍ୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳା ଜଣକ ଶାଶୁଙ୍କୁ ନିୟମିତ ଭାବେ ଏପରି ଅକଥନୀୟ ନିର୍ଯାତନା ଦେଉଥିବା ଜଣାପଡ଼ିଛି।…

ଥାନା ଭିତରେ ବାଘ ଛୁଆ

କୋକସରା: ବାଘ ବୁଲୁଛି, ବନବିଭାଗ ପାଖରେ ଖବର ନାହିଁ । ଲୋକେ ଭୟଭୀତ । କେତେବେଳେ ଶାବକ । କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ ବସ୍ତି ଭିତରକୁ ପଶିଆସୁଛନ୍ତି । ଏପରି କି ଥାନା ଭିତରକୁ ବି ପଶିଆସୁଛନ୍ତି । ଏତେ ଘଟଣା ଘଟିଲା ପରେ ବି ବନପାଳ କିମ୍ବା ବନ ବିଭାଗର କୌଣସି…

ବାପା ରଖିବ ପୁଅକୁ: ହାଇକୋର୍ଟ

କଟକ: କାହା ପାଖରେ ରହିବ ୧୫ ମାସର ପୁଅ? ମାଡ଼ ମାରୁଥିବା ମା’ ପାଖରେ ନା ଯତ୍ନ ନେବାକୁ ସକ୍ଷମ ବାପା ପାଖରେ?ଏଭଳି ଏକ ଜଟିଳ ପାରିବାରିକ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ଜନ୍ମଦାତ୍ରୀ ମା’ ଯେଉଁଭଳି ଭାବେ ଅବୋଧ ଶିଶୁକୁ ନିର୍ଯାତନା ଓ ମାଡ ଦେଉଛି ତାକୁ ନେଇ ହାଇକୋର୍ଟ ଉଦବେଗ ପ୍ରକାଶ କରିବା…

ବଜାର ଲୁଟର ମାସକ ପରେ ମାଷ୍ଟରମାଇଣ୍ଡ୍ ଗିରଫ

ଢେ଼ଙ୍କାନାଳ: ଢେ଼ଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଇଲାକା ନିମବାହାଳି ବଜାରରେ ଲୁଟ୍ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ପୂର୍ବରୁ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ପୋଲିସ ଘଟଣାର ମାସଙ୍କ ପରେ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି । ଗିରଫ ମାଷ୍ଟର୍ମାଇଣ୍ଡ ବାଫି ଓରଫ…

ମୋତି ସହ ଜଡିତ ବିଶେଷ ମହତ୍ତ୍ୱ

ମୋତି ଏକ କଠୋର ପଦାର୍ଥ, ଏହା କୋମଳ ଜୀବଙ୍କ ଠାରୁ ମିଳିଥାଏ। ସେହି ମୋତିକୁ ଅସଲି ମୋତି କୁହାଯାଏ, ଯାହା ଚିକ୍କଣ ଓ ଗୋଲ। ଏତଦ ବ୍ୟତୀତ ମୋତୀ ଅନ୍ୟ ଆକାରର ମଧ୍ୟ ରହିଛି। ଏହାକୁ ରତ୍ନ ରୂପରେ ଓ ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ମଧ୍ୟ ବ୍ୟବହାର କରାଯାଏ। ମୋତିକୁ ମୁଖ୍ୟତଃ ଚନ୍ଦ୍ରମାଙ୍କର ରତ୍ନ…