ଅସହାୟଙ୍କୁ ଫଳ ବଂଟନ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ମହମୁଦାବାଦ, କେରଙ୍ଗ ଯୁବ ସଂଗଠନ ମଜଲିସ ଖୁଦ୍ଧାମୁଲ ଅହମଦୀୟା ସଂଗଠନ ପକ୍ଷରୁ ମକର ସଂକ୍ରାନ୍ତି ଉପଲକ୍ଷେ ଖୋର୍ଦ୍ଧା ସହରର“ଜୀବନଧାରା ସେବାଶ୍ରମ”ଠାରେ ଭାଇଚାରାର ବାର୍ତା ଓ ଗରିବ, ଅସହାୟମାନଙ୍କୁ ଫଳ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି…

ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସଂଧ୍ୟାରେ ଓଡ଼ିଶୀ ନୃତ୍ୟାଭିନୟରେ ଦର୍ଶକ ବିଭୋର

ଭୁବନେଶ୍ୱର : ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଶିବ ବନ୍ଦନା ଉମା ମହେଶ୍ୱର ସ୍ତେ୍ରାତ୍ରରୁ ଯାହାକୁ ପରିବେଶଣ କରିଥିଲେ ସ୍ୱପ୍ନେଶ୍ୱର…

ବଦଳିବ ବିରଜା ମନ୍ଦିର ରୂପରେଖ

ଯାଜପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ବେଢ଼ାର ରୂପ ରେଖ ବଦଳିବ । ଭାରତ ବର୍ଷରେ ଥିବା ୫୧ ଶକ୍ତି ପୀଠରୁ ୧୧ ନମ୍ବରରେ ସ୍ଥାନ ପାଇଥିବା ମା’ ବିରଜାଙ୍କ ମନ୍ଦିର ଅନ୍ୟତମ । ଏହାର ଉନ୍ନତି ପାଇଁ ଜିଲ୍ଳା ପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟ ସରକାର ତଥା ସ୍ଥାନୀୟ…

ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗରେ ବିଡ଼ିଓ ନିଲମ୍ବିତ

ନବରଙ୍ଗପୁର : ସ୍ୱଚ୍ଛ ଭାରତ ମିଶନ ନାମରେ ଟଙ୍କା ହଡ଼ପ ଅଭିଯୋଗରେ ଝରିଗାଁ  ବିଡ଼ିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆ ନିଲମ୍ବିତ ହୋଇଛନ୍ତି। ଶହେରୁ ଅଧିକ ହିତାଧୀକାରୀ ତାଙ୍କ ନାମରେ ଝରିଗାଁ ଥାନାରେ ଅଭିଯୋଗ କରିବା ସହ ଏତଲା ଦେଇଥିଲେ। ବନ୍ଦୀ ଗୁଡ଼ା ଗ୍ରାମରେ ୭ଟି ପରିବାର ରହୁଥିବାବେଳେ…

ବସଯାତ୍ରୀଙ୍କୁ ଯମ ଭୟ : କାଲି ବିଦ୍ୟୁତ ତାର ଲାଗିଥିଲା, ଆଜି ଖାଲରେ ପଡିଲା

ପାଟଣା : ଗତକାଲି ଯାତ୍ରୀବାହୀ ବସ ଉପରେ ବିଦ୍ୟୁତ ତାର ଲାଗି ଯାଇଥିବା ବେଳେ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ବସକୁ ଆଗକୁ ନେଇ ଯିବାରୁ ଯାତ୍ରୀମାନେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଏହି ଅଘଟଣ ସମୟରେ ବିଦ୍ୟୁତ ତାର ଟାଣି ହୋଇ ଯିବାରୁ ଖୁଣ୍ଟ ମଧ୍ୟ ଉପୁଡି ଗଲା। ଗତକାଲି…

ଘର କାନ୍ଥ ଭିତରୁ ଉଦ୍ଧାର ହେଲା ପ୍ରେମିକାର କଙ୍ଗାଳ

ମୁମ୍ୱାଇ: ପ୍ରେମିକାକୁ ହତ୍ୟା ଅଭିଯୋଗରେ ଗିରଫ ହୋଇଛି ଜଣେ ୩୦ ବର୍ଷୀୟ ଯୁବକ। ପ୍ରେମିକାର ମୃତ୍ୟୁର ୪ ମାସ ପରେ ପୁଲିସ ଗିରଫ କରିଛି ଏହି ଯୁବକକୁ। ଉଭୟ ୫ ବର୍ଷ ଧରି ଲିଭ୍ ଇନ୍ ରିଲେସନସିପରେ ରହୁଥିଲେ। ହେଲେ ଗତବର୍ଷ ଅକ୍ଟୋବରରୁ ଯୁବତୀ ଜଣଙ୍କର କୌଣସି ଖୋଜ୍ ଖବର ମିଳିନଥିଲା। ମୃତକଙ୍କ…

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଙ୍କୁ ଶୁଭେଚ୍ଚା

ଭୁବନେଶ୍ବର: ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଏକ ନମ୍ବର ସ୍ଥାନରେ ରହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବିପି-ସିଭୋଟର ପକ୍ଷରୁ କରାଯାଇଥିବା ଏକ ଜନମତ ସର୍ଭେରୁ ଏହି ଫଳାଫଳ ଆସିଛି । ଗତକାଲି ନବୀନ ପଟ୍ଟନାୟକ ଦେଶର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ବୋଲି…

ଟିକା ନେଲେ କୋଭିଶିଲ୍ଡ ନିର୍ମାତା ପୁନାଓ୍ୱାଲା

ମୁମ୍ୱାଇ: ସାରା ଦେଶରେ ଆଜି ଟିକାକରଣ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ପ୍ରଥମେ କରୋନା ଯୋଦ୍ଧା (ପୁଲିସ, ସ୍ୱାସ୍ଥ୍ୟକର୍ମୀ, ଯବାନ)ଙ୍କୁ ଟିକାକରଣ କରାଯାଉଛି। ୩ କୋଟି କରୋନା ଯୋଦ୍ଧା ଟିକା ନେବେ  ବୋଲି ଜଣାପଡ଼ିଛି। ଏହାରି ଭିତରେ ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ)ର ସିଇଓ ଆଦର…

ଶୌଚାଳୟ ଟଙ୍କା ହଡପ କରି ନିଲମ୍ବିତ ହେଲେ ବିଡିଓ

ଉମରକୋଟ: ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ । ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁ ରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଂଚାୟତିରାଜ ଓ ପାନୀୟଜଳ…

ପ୍ରାରମ୍ଭ ଶିଖର ବୈଠକରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ‘ପ୍ରାରମ୍ଭ: ଷ୍ଟାର୍ଟ ଅପ ଇଣ୍ଡିଆ ଇଣ୍ଟରନେଶନାଲ’ ଶିଖର ବୈଠକରେ ଉଦବୋଧନ ଦେବେ ଓ ଷ୍ଟାର୍ଟ ଅପ୍‍ କମ୍ପାନୀଗୁଡ଼ିକ ସହ ବାର୍ତ୍ତାଳାପ କରିବେ। ଏହି ଦୁଇଦିନିଆ ଶିଖର ବୈଠକରେ ଶିଳ୍ପ ଓ ଆଭ୍ୟନ୍ତରୀଣ…