ଗହଣା ଦୋକାନରୁ ଲକ୍ଷାଧିକ ଟଙ୍କାର ଚୋରୀ
ପାଟଣା-କେନ୍ଦୁଝର ଜିଲ୍ଲା ପାଟଣା ବଜାରରେ ଥିବା ପ୍ରମିଳା ଜୁଏଲାରୀ ଗହଣା ଦୋକାନରୁ ଶୁକ୍ରବାର ରାତି ୯ ଘଟିକା ସମୟରେ ଚୋରୀ ହୋଇଛି। ସୂଚନା ଅନୁଯାୟୀ ପ୍ରତିଦିନ ପରି ଗତକାଲି ଶୁକ୍ରବାର ଦିନ ରାତି ୯ଟା ସମୟରେ ଖାଇବା ପାଇଁ ତାଙ୍କ ଘରକୁ ଯାଇଥିବା ସମୟରେ ଏହି ସୁଯୋଗରେ କିଛି ଦୁର୍ବୁତ୍ତ!-->…