ରାଜପଥରେ ବୁଲିଲେ ଦୁଇ ଦନ୍ତା, ଲୋକେ ଛାନିଆ
ଖୋର୍ଦ୍ଧା/ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲାରେ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଦେଖିବାକୁ ମିଳିଥିଲା ହାତୀ ଆତଙ୍କ। ଦଳେଇପୁଟ ନିକଟରେ ୨ଟି ଦନ୍ତା ହାତୀ ରାସ୍ତା ଉପରେ ବୁଲୁଥିଲେ। ହାତୀ ଦୁଇଟିକୁ ଦେଖି ଯାତାୟତ କରୁଥିବା ଗାଡ଼ିଗୁଡ଼ିକ ଅଟକି ଯାଇଥିଲା। ଲୋକେ ଭୟଭୀତ ହୋଇଯାଇଥିଲେ।!-->…