କାଶ୍ମୀରରୁ ଆତଙ୍କବାଦୀଙ୍କ ୫ ସହଯୋଗୀ ଗିରଫ
ଜାମ୍ମୁ: ଜାମ୍ମୁ-କାଶ୍ମୀରର ତ୍ରାଲ ଅଂଚଳରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇଥିବା ଆତଙ୍କବାଦୀଙ୍କ ୫ ସହଯୋଗୀ କୁ ଗିର କରାଯାଇଛି । ସେମାନଙ୍କଠାରୁ ଗୋଟିଏ ଲାପଟପ , ଧମକପୂର୍ଣ୍ଣ ପୋଷ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ନିଜ ଆଡୁ ଏତଲା ରୁଜୁ କରି ତଦନ୍ତ ଚଳାଇଛି ।!-->…