୨୬ରେ କୃଷକଙ୍କ ସମାନ୍ତରାଳ ଶୋଭାଯାତ୍ରା, ସାମିଲ ହେବ ୨ଲକ୍ଷ ଟ୍ରାକ୍ଟର
ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସରେ ପ୍ରସ୍ତାବିତ କୃଷକଙ୍କ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଜୋର୍ ଧରିଛି। ସୂଚନାନୁଯାୟୀ, ସରକାରଙ୍କ ପରେଡ୍ ସହିତ ସମାନ୍ତରାଳ ଭାବେ ଏହି ଶୋଭାଯାତ୍ରା କରାଯିବ। ଏଥିରେ ଅନ୍ୟୁନ ୨ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବେ।!-->…