ଭୋକର ଭୂଗୋଳ ଆଜି ଭାତହାଣ୍ଡି
ଭୁବନେଶ୍ଵର: କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି। କିଛି ଲୋକ କଳାହାଣ୍ଡିକୁ ଗରିବୀର ଲାବରେଟୋରୀ କରିବାକୁ ଚାହୁଁଥିଲେ। ସରକାରଙ୍କ ଉଦ୍ୟମରେ କଳହାଣ୍ଡିର ଛବି ଆଜି ଉଜ୍ଜ୍ଵଳ ହୋଇଛି। କଳାହାଣ୍ଡି ଆଜି କୃଷି କ୍ଷେତ୍ରରେ ଆଗୁଆ ରହିଛି। ଭୋକର ଭୁଗୋଳ!-->…