ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓଙ୍କ ଦେହାନ୍ତ

କଟକ: ଆଉ ନାହାନ୍ତି ସମାଜସେବୀ ପଦ୍ମଶ୍ରୀ ଡି.ପ୍ରକାଶ ରାଓ । ଆଜି ଏସସିବି କୋଭିଡ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । କରୋନାରେ ଆକ୍ରାନ୍ତ ଥିବା ପ୍ରକାଶଙ୍କର ବଡ ମେଡିକାଲରେ ଚିକିତ୍ସା ଚାଲିଥିଲା । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଯେଉଁକାରଣରୁ

ଶରଦ ପାୱାରଙ୍କୁ ଭେଟିଲେ ସୋନୁ ସୁଦ

ମୁମ୍ବଇ: ଲକଡାଉନ ସମୟରେ ଅସହାୟ ଲେକଙ୍କୁ ସହାୟତା କରି ଚର୍ଚ୍ଚା ସାଉଁଂଟିଥିବା ଅଭିନେତା ସୋନୁ ସୁଦଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛି ବିଏମସି । ବମ୍ବେ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ବିଏମସି ସୋନୁ ସୁଦଙ୍କୁ ଅଭ୍ୟାସଗତ ଅପରାଧୀର ଆକ୍ଷା ଦେଇ କହିଛନ୍ତି ଯେ ସେ ବାରମ୍ବାର

ଓଡ଼ିଶାରେ ଟିକାକରଣ – ୧୬୦ଟି କେନ୍ଦ୍ରରେ ଦିଆଯିବ ଟିକା

ରାଜ୍ୟରେ ଆସନ୍ତା ୧୬ରେ କରୋନା ଟିକାକରଣ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ୧୬୦ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟିକା ଦିଆଯିବ ବୋଲି କଟକ ଏସସିବିର ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ତଥା ରାଜ୍ୟ କୋଭିଡ

ମହିଳାଙ୍କ ମୃତଦେହ ଜବତ

ବାଲେଶ୍ୱର : ବାଲେଶ୍ୱର ଜିଲାର ସଦର ଥାନା ଅନ୍ତର୍ଗତ ନଗ୍ରମ ନିକଟରେ ବୁଧବାର ଏକ ମହିଳାଙ୍କ ମୃତଦେହ ଜବତ ହୋଇଥିବା ଜଣାପଡ଼ିଛି। ମୃତ ମହିଳା ଜଣଙ୍କ ହେଲେ ଶିବାନୀ ନାୟକ। ସେ ରାଇସୁଆଁ ଅଞ୍ଚଳର। ତାଙ୍କର ମୃତ୍ୟୁ କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି।

ପିଏମ ଫସଲ ବୀମା ଯୋଜନାକୁ ପୁରିଲା ୫ ବର୍ଷ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପରିଶ୍ରମୀ କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଯୋଜନାର ପାଞ୍ଚ ବର୍ଷ ପୂରଣ ହୋଇଥିବାରୁ ସମସ୍ତ ହିତାଧିକାରୀଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ଅନ୍ତର୍ଗତ

ଫେସବୁକ-ଟ୍ବିଟର ପରେ ୟୁଟ୍ୟୁବ ସସ୍‌ପେଣ୍ଡ କଲା ଟ୍ରମ୍ପଙ୍କ ଆକାଉଣ୍ଟ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲଗାତାର ବ୍ୟାନ୍‌ କରାଯାଉଛି। ଟ୍ବିଟର ଏବଂ ଫେସବୁକ ପରେ ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ୟୁଟ୍ୟୁବ୍‌ ଟ୍ରମ୍ପଙ୍କ ଆକାଉଣ୍ଟ ସସ୍‌ପେଣ୍ଡ କରିବା ସହିତ ନିଜ ପ୍ଲାଟଫର୍ମରୁ ତାଙ୍କ ଭିଡିଓ ହଟାଇଛି। ମାଇକ୍ରୋ

ବିଷାକ୍ତ ମଦ ମୃତ୍ୟୁ; ମୃତକଙ୍କ ସଂଖ୍ୟା ୨୦କୁ ବୃଦ୍ଧି, ଜିଲାପାଳ ଓ ଏସପି ନିଲମ୍ବିତ

ଭୋପାଳ: ମଧ୍ୟପ୍ରଦେଶର ମୋରେନା ଜିଲାରେ ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା ବୁଧବାର ୨୦କୁ ବୃଦ୍ଧି ପାଇଛି। ଅନ୍ୟ ୧୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି। ଏହି ମାମଲାରେ ମଧ୍ୟପ୍ରଦେଶ ସରକାର ଉଚ୍ଚ ସ୍ତରୀୟ ବୈଠକ କରିଛନ୍ତି। ମୋରେନା ଜିଲାପାଳ ଏବଂ

ପୂର୍ବତନ ସାଂସଦ କେଡି ସିଂହଙ୍କୁ ବାନ୍ଧିଲା ଇଡି

ନୂଆଦିଲ୍ଲୀ: ପୂର୍ବତନ ରାଜ୍ୟସଭା ସାଂସଦ ତଥା ବ୍ୟବସାୟୀ କେଡି ସିଂହଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଛି। ତାଙ୍କ ନାଁରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଇଡି ତଦନ୍ତ ଚଳାଇଥିଲା। Alchemist Groupର ଦୁର୍ନୀତି ମାମଲାରେ କେଡି ସିଂହ ସଂପୃକ୍ତ ଥିବା ଅଭିଯୋଗ ପରେ ଇଡି

ସୁପ୍ରିମକୋର୍ଟରେ ପରୀ ହତ୍ୟା ମାମଲା

ନୂଆଦିଲ୍ଲୀ : ନୟାଗଡ ଯଦୁପୁରରେ ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲା ଏବେ ସୁପ୍ରିମ କୋର୍ଟରେ ପହଂଚିଛି । ପରୀର ମାଆ ସୌଦାମିନୀ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ପରୀ ହତ୍ୟା ଘଟଣାର ତଦନ୍ତ ଦାବି ଏବଂ ଉଚିତ ନ୍ୟାୟ ଦାବିରେ ସେ ସୁପ୍ରିମକୋର୍ଟରେ ମାମଲା ଦାରଜ କରିଛନ୍ତି । ରାଜ୍ୟ

ଛତ୍ରପୁରରେ ଦିନକରେ ୩ ଦୁର୍ଘଟଣା ; ପ୍ରଥମେ ଗ୍ୟାସ୍‌ ଟ୍ୟାଙ୍କର,ପୁଲିସ ଭ୍ୟାନ ପରେ ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧ ମୃତ

ଛତ୍ରପୁର : ଗଞ୍ଜାମ ଜିଲା ଛତ୍ରପୁର ତାମ୍ପରା ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ଏକାଧିକ ଦୁର୍ଘଟଣା ଘଟିଛି। ପ୍ରଥମେ ଏକ ଗ୍ୟାସ୍‌ ଟ୍ୟାଙ୍କର ଓଲଟିପଡ଼ିଥିବା ବେଳେ ଖବର ପାଇ ଅଗ୍ନିଶମ କର୍ମଚାରୀ ପରିସ୍ଥିତକୁ ନିୟନ୍ତ୍ରଣ କରୁଥିବା ସହ ଘଟଣାସ୍ଥଳକୁ ଯାଉଥିବା ଏକ ପୁଲିସ ଭ୍ୟାନ