ସମ୍ବଲପୁର ରାଜଘାଟରେ ଶବ ଦାହ ପାଇଁ କାଠର ଅଭାବ
ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନର ଅବ୍ୟବସ୍ଥା ପାଇଁ ଏଠାରେ ମରଶରୀରର ଶେଷକୃତ୍ୟ ସମ୍ପନ୍ନ କରାଯିବା ସମୟରେ କାଠର ଅଭାବ ପଡୁଛି । ଶୁକ୍ରବାର ସମ୍ବଲପୁରର କମଳି ବଜାର ସ୍ଥିତ ରାଜଘାଟରେ ଏହାର ସଦ୍ୟତମ ନମୁନା ଦେଖିବାକୁ ମିଳିଛି । ସମ୍ବଲପୁର ମହାନଗର ନିଗମ ଦ୍ୱାରା!-->…