ୱାର୍ଡ ପରିକ୍ରମା-ନଂ ୨୮: ରାସ୍ତା ମରଣଯନ୍ତା, ନାହିଁ ପୋଷ୍ଟ ଅଫିସ୍‍

ଉତ୍ତରଭୁବନେଶ୍ୱର : ଦୁଇ ବର୍ଷ ହେବ ପୌର ପରିଷଦ ଭଙ୍ଗାଯାଇଛି। ଉନ୍ନୟନ କାମର ଲଗାମ ରହିଛି ପ୍ରଶାସନିକ ଅଧିକାରୀଙ୍କ ହାତରେ। ଫଳରେ ଉନ୍ନୟନ କାମ ବାଧାପ୍ରାପ୍ତ ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନଥିବା ଅଭିଯୋଗ ହୋଇଛି। ବିଏମ୍‌ସି ୨୮ନଂ ୱାର୍ଡର ଅନେକ କାର୍ଯ୍ୟ ଏବେବି

ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍

ଭୁବନେଶ୍ୱର: ଦୀର୍ଘ ୯ମାସ ପରେ ଖୋଲିଲା ରାଜଧାନୀରେ ସିନେମା ହଲ୍ । ପ୍ରଥମ ଦିନରେ ଅଧିକାଂଶ ହଲ୍ ଫାଙ୍କା ରହିଥିବାର ଦେଖିବାକୁ ମିଳିଥିଲା । ତେବେ କୋଭିଡ ଯୋଗୁ ଏବେ ୫୦ ପ୍ରତିଶତ ଦର୍ଶକଙ୍କ ପାଇଁ ମାର୍ଗନର୍ଶିକା ଥିବା ବେଳେ ସେତିକି ବି ଦର୍ଶକ ହେଲେନି । ପ୍ରଥମ ଶୋ’ ରେ ଅନ୍ୟ ଅନ୍ୟ ଶୋ’

ରାଜ୍ୟରେ ୨୦୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୧୯ ଜଣ ଏବଂ ସ୍ଥାନୀୟ ୮୭ ।ତେବେ ମୋଟ ପଜିଟିଭ ୩,୩୧,୬୦୨କୁ ବୃଦ୍ଧି ପାଇଛି । ୩,୨୭,୫୩୪ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୨୪ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଦବସିଂହ ସୋଲାଙ୍କିଙ୍କ ପରଲୋକ

ଗୁଜୁରାଟ: ଗୁଜୁରାଟର ପୂର୍ବତନ ମୁଖ୍ରମନ୍ତ୍ରୀ ତଥା ବରିÂ କଂଗ୍ରେସ ନେତା ମାଦବସିଂହ ସୋଲାଙ୍କି ଶନିବାର ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ସେ ବୈଦେଶିକ ମନ୍ତ୍ରୀ ଭାବରେ ମଧ୍ୟ ଦେଶ ପାଇଁ କାମ କରିଛନ୍ତି ।୧୯୮୦ ରେ ସୋଲାଙ୍କି ଗୁଜୁରାଟରେ ମୁଖ୍ୟମନ୍ତ୍ରୀ

ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ସ୍ୱଚ୍ଛ ବିନ୍ଦୁସାଗର ପ୍ରକଳ୍ପ ଶନିବାର ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ସାଂସଦ

ସବୁଦିନ ପାଇଁ ବନ୍ଦହେଲା ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟ

ୱାଶିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଟ୍ୱିଟର ଆକାଉଂଟକୁ ଶନିବାର ସବୁଦିନ ପାଇଁ ବନ୍ଦ କରାଯାଇଛି । ଏ ନେଇ ଟତବିଟର ସେଫଟି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ଆମେରିକାର ସଂସଦ ( କ୍ୟାପିଟାଲ ବିଲ୍ଡିଂ ) ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ

ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ଶହରୁ ଅଧିକ ଧାନ ବସ୍ତା

ଚାନ୍ଦବାଲି: ଗୋଦମରେ ନିଆଁ ଲାଗି ଜଳିଗଲା ୧୫ଶହରୁ ଅଧିକ ବସ୍ତା ଧାନ । ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଜଣେ ଧାନ ବ୍ୟସାୟୀଙ୍କ ଗୋଦାମରେ ଏହି ଭୟାବହ ଅଗ୍ନକାଣ୍ଡ ଘଟି ସବୁ ଧାନ ପୋଡି ଯାଇଛି ।ସହରର ଶାସ୍ତ୍ରୀଘାଟସ୍ଥିତ ଗୋଦାମରେ ନିଆଁ ଲାଗିଥିବା ବେଳେ ଗୋଦାମରେ ଥିବା ଶହ ଶହ ବସ୍ତା ଧାନ

ସରକାରୀ ଡାକ୍ତରଖାନାରେ ନିଆଁ ଲାଗି ୧୦ ନବଜାତଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟର ଏକ ସରକରୀ ଡାକ୍ତରଖାନାରେ ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ , ଡାକ୍ତରଖାନାର ଯେଉଁ ୱାର୍ଡରେ ୧୭ଜଣ ନବଜାତ ଶିଶୁଙ୍କୁ ରଖାଯାଇଥିଲା ସେଠାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ପ୍ରଥମେ ଜଣେ ନର୍ସ ସେହି

ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲାର ଯଦୁପୁର ଗ୍ରାମର ୫ ବର୍ଷିୟା ନାଁ ବାଳିକା ପରୀ ହତ୍ୟାକାଣ୍ଡର ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ହେବ ନାହିଁ । ତେବେ ନାର୍କୋ ଟେଷ୍ଟ ପାଇଁ ଅଭିଯୁକ୍ତ ନାବାଳକ ରାଜି ହୋଇନଥିବାରୁ ନୟାଗଡ ଜୁଭେନାଇଲି ଜଷ୍ଟିସ୍ ବୋର୍ଡ ଅନୁମତି ଦେଇନାହାଁନ୍ତି ।

ରାଜ୍ୟରେ ଶୀତ ଉଭାନ

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ଧରି ତଳେ ହାଡଭଙ୍ଗା ଜାଡରେ ଜନସାଧାରଣ ଥରୁଥିବା ବେଳେ ଗତକାଲିଠାରୁ ଶୀତ ଉଭାନ ହୋଇଯାଇଛି । ରାଜ୍ୟରେ ଅଧିକାଂଶ ସ୍ତାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ରୁ ୪ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିଛି । ଆସନ୍ତା ୫ରୁ ୬ଦିନ ପର୍ଯ୍ୟନ୍ତ