ବାୟୁ ପ୍ରଦୂଷଣ ହେଉଛି କୋଭିଡ୍ଠାରୁ ଅଧିକ ଘାତକ, ୨୦୧୯ରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କରୋନା ମହାମାରୀ ଅପେକ୍ଷା ଭାରତୀୟଙ୍କ ପାଇଁ ବାୟୁ ପ୍ରଦୂଷଣ ଅଧିକ ଘାତକ ସାବ୍ୟସ୍ତ ହୋଇଛି । ୨୦୧୯ରେ ପ୍ରଦୂଷଣ ଯୋଗୁଁ ଦେଶରେ ୧୬.୭ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ୨୦୨୦ରେ କୋଭିଡ ଦେଢ଼ ଲକ୍ଷ ଲୋକଙ୍କ ଜୀବନ ନେଇଥିବା ବେଳେ ଏହାଠାରୁ ଅନେକ ଗୁଣରେ ଅଧିକ ମୃତ୍ୟୁ କେବଳ ବାୟୁ

ଖାଲକୁ ଖସି ପଡ଼ିଲା ହେଟାବାଘ

ଡାବୁଗାଁ: ନବରଙ୍ଗପୁର-କଳାହାଣ୍ଡି ଜିଲ୍ଲା ସୀମା ଆମ ପାଣି ଘାଟିରେ ଦୁଇଦିନ ତଳେ ଏକ କଲାରାପତରିଆ ବାଘ ଦୃଶ୍ୟମାନ ହୋଇଥିବା ବେଳେ ଉକ୍ତ ଘାଟି ଅଂଚଳରେ ଯାତାୟାତ କରୁଥିବା ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ସକାଳ ପ୍ରାୟ ୮ ଘଂଟ ସମୟରେ ନବଙ୍ଗପୁର ଜିଲ୍ଲା ଡାବୁଗାଁ ବନାଂଚଳ ଅନ୍ତର୍ଗତ

ସାଧାରଣତନ୍ତ୍ର ଦିବସରେ ଏଥର କରୋନା କଟକଣା

ଭୁବନେଶ୍ୱର: ଚଳିତ ବର୍ଷ କୋଭିଡ କଟକଣା ଭିତରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ତେବେ ପରେଡ୍ରେ ଆଗରୁ ଯେଭଳି ୪୬ଟି କମ୍ବା ତଦୁର୍ଦ୍ଧ ଦଳ ଭାଗ ନେଉଥିଲେ ସେ ସଂଖ୍ୟାକୁ ୧୮ଟିରେ ସୀମିତ ରଖାଯାଇଛି । ଏହାସହିତ ଗତବର୍ଷ ସ୍ୱାଧୀନତା ଦିବସରେ

ଲୋକସେବା ଭବନ ଏବେ ବି ସଙ୍ଗରୋଧରେ

ଭୁବନେଶ୍ୱର: ସବୁ ସରକାରୀ ଅଫିସ୍କୁ ଲୋକଙ୍କ ଅବାଧ ଆତଯାତ ଚାଲିଛି । ମନ୍ଦିର, ମସ୍ଜିଦ୍ ଆଦି ଧର୍ମାନୁଷ୍ଠାନ ଖୋଲିଛି । ଧାର୍ମିକ, ସାଂସ୍କୃତି କାର୍ଯ୍ୟକ୍ରମକୁ ଅନୁମତି ମିଳିଛି । ରାଜନୈତିକ ସଭାସମିତି ଜାରି ରହିଛି । ହାଟ, ବଜାରରେ ଗହଳି ଆରମ୍ଭ ହୋଇଯାଇଛି । କିନ୍ତୁ ଲୋକସେବା ଭବନର ଫାଟକ

ପାର୍କ ଉଦ୍ଘାଟନୀ ବେଳେ ଫୁଟିଲା ଲକ୍ଷାଧିକ ଟଙ୍କାର ବାଣ

ବ୍ରହ୍ମପୁର: ବ୍ରହ୍ମପୁର ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ପାଇଁ ପରିତ୍ୟକ୍ତ ଅବସ୍ଥାରେ ସହରର ମଧ୍ୟ ଭାଗରେ ରହିଥିବା ଜଳାଶୟର ପୁନରୁଦ୍ଧାର କରି ରାମଲିଙ୍ଗେଶ୍ୱର ପ୍ରମୋଦ ଉଦ୍ୟାନର ଶୁଭାରମ୍ବ କରାଯାଇଛି । ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । କିନ୍ତୁ ଶୁଭାରମ୍ବ ଦିନ ଠାରୁ ହିଁ

ମୟୂରଭଞ୍ଜରେ ପଲସ୍ ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ଜାନୁୟାରୀ ମାସ ୧୭ ତାରିଖ ଦିନ ଜନ୍ମରୁ ୫ବର୍ଷ ବୟସ ସମସ୍ତ ଶିଶୁପିଲାଙ୍କୁ ସମନ୍ନିତ ପଲସ୍ ପୋଲିଓ ବୁନ୍ଦା ନିକଟସ୍ତ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟରେ ନିଦ୍ଧାରିତ ଥିବା ପୋଲିଓ ବୁଥ୍ରେ ସକାଳ୮ଘଟିକାରୁ ୪ଘଟିକା ମଧ୍ୟରେ ପ୍ରଦାନ କରାଯିବ

ମୋଦୀଙ୍କ ଯୋଜନାକୁ କାର୍ଯ୍ୟକାରୀ କରିବା ବିଜେପିର ଦାୟୀତ୍ୱ : ଯୋଶୀ

ଭୁବନେଶ୍ୱର: ଓଡିଶାକୁ ମୋଦି ସରକାର ଗରିବ କଲ୍ୟାଣ ଯୋଜନାର ପ୍ରୟୋଗଶାଳା କରିଛନ୍ତି । ରାଜ୍ୟର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । ମୋଦି ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା ବିଜେପି କାର୍ଯ୍ୟକର୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟୀତ୍ୱ ବୋଲି

କନିଷ୍ଠ ଶିକ୍ଷକଙ୍କ ଅସନ୍ତୋଷ

ଭୁବନେଶ୍ୱର: ବ୍ୟାଚରେ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବାରେ ଅହେତୁକ ବିଳମ୍ବ ହେବା ତଥା ଜାଣିଶୁଣି ସରକାରୀ ଦପ୍ତରରେ ହଇରାଣ ହରକତ କରିବା ଯୋଗୁ ସମଗ୍ର କନିଷ୍ଠ ଶିକ୍ଷକ ସଂଘ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶଥାଉକି, ଓଡ଼ିଶା ସରକାରଙ୍କର ଅନୁସାରେ ୬ ବର୍ଷରୁ

ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

ଭଦ୍ରକ : ଭଦ୍ରକ ଜିଲାର ତିହିଡି ବଜାରରେ ଅଗ୍ନିକାଣ୍ଡ ହୋଇଥିବା ଶୁକ୍ରବାର ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ଟି ଦୋକାନ ଜଳି ଯାଇଥିବା ବେଳେ ବହୁ ସମ୍ପତ୍ତି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି ବୋଲି ପ୍ରାର୍ଥମିକ ତଦନ୍ତରୁ

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୮୯୦କୁ ବୃଦ୍ଧି ହୋଇଛି। ୨ ଜଣ ମୃତକଙ୍କ ମଧ୍ୟରୁ ଭୁବନେଶ୍ବର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ