ରାଜ୍ୟର ୧୧୦ଟି ସ୍ଥାନରେ ଚାଲିଛି କୋଭିଡ ଟିକାର ଡ୍ରାଏ ରନ୍

ଭୁବନେଶ୍ବର: ରାଜ୍ୟରେ ସବୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପୌରାଞ୍ଚଳରେ ଟିକାକରଣର ପୂର୍ବାଭ୍ୟାସ କରାଯାଉଛି। ରାଜ୍ୟର ୧୧୦ଟି ସ୍ଥାନରେ କୋଭିଡ ଟିକାର ଡ୍ରାଏ ରନ୍ ଚାଲିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ

ଖୋଲିବ ଧବଳେଶ୍ୱର ପୀଠ

ଗୁରୁଡିଝାଟିଆ : ଆସନ୍ତାକାଲି(ଶୁକ୍ରବାର) ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ପାଇଁ ମନ୍ଦିର ଖୋଲିବ। ଶନିବାର ଓ ରବିବାର ପଞ୍ଚାୟତବାସୀ ଓ ୧୧ ତାରିଖ ସର୍ବସାଧାରଣ ଦର୍ଶନ କରିପାରିବେ। ଆଜି ଏ ନେଇ ଆଠଗଡ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି ଓ ଧବଳେଶ୍ୱର

ଆଜିଠୁ ଦଶମ ଓ ଦ୍ବାଦଶ ସ୍କୁଲ

ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ୯ ମାସ ପରେ ଆସନ୍ତାକାଲି (ଶୁକ୍ରବାର)ଠାରୁ ୮ ହଜାର ବିଦ୍ୟାଳୟ ଓ ୨ ହଜାର ୩୨ କନିଷ୍ଠ ମହାବିଦ୍ୟାଳୟ ଖୋଲିବ। ମାର୍ଚ୍ଚରୁ କରୋନା ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ପାଠପଢା ସ୍ବାଭାବିକ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ତତ୍ପରତା ପ୍ରକାଶ

ରାଜ୍ୟରେ୨୪୫ ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣରେ ହ୍ରାସ ହେଉଛି। ୨୪ ଘଣ୍ଟାରେ ଚିହ୍ନଟ ଆକ୍ରାନ୍ତ ସଂଖ୍ୟା ୩୦୦ ମଧ୍ୟରେ ସୀମିତ ରହିଛି। ଆଉ ୨୪୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪୧, ସ୍ଥାନୀୟ ୧୦୪। ମୋଟ ପଜିଟିଭ ସଂଖ୍ୟା ୩,୩୧,୩୯୬କୁ ବୃଦ୍ଧି ପାଇଛି। ୩,୨୭,୨୯୦

ଖୋର୍ଦ୍ଧାରେ ‘ବାର୍ଡ ଫ୍ଲୁ’ !

ଖୋର୍ଦ୍ଧା: ଦେଶରେ କେତେକ ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଥିଲା ବେେଳେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ ବେରଣ ଗ୍ରାମରେ ଥିବା ଏକ କୁକୁଡା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ମଡକ ନେଇ ବାର୍ଡ ଫ୍ଲୁ ଆତଙ୍କରେ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇପଡିଛନ୍ତି ।

ଇସ୍ପାତ କାରଖାନାରେ ଗ୍ୟାସ୍ ଲିକ୍ କାହିଁକି

ରାଉରକେଲା ଇସ୍ପାତ କାରଖାନାରେ ବୁଧବାର ଗ୍ୟାସ୍ ଲିକ୍ ହୋଇ ୪ ଜଣଙ୍କ ମୃତ୍ୟୁ ଘଟିଛି । ଏଥିନେଇ ବିଭିନ୍ନ ସଂଗଠନର ସ୍ଥାନୀୟ ଶ୍ରମିକ ନେତାମାନେ ହସ୍ପିଟାଲରେ ପହଂଚିବା ସହିତ ମୃତ ଶ୍ରମିକମାନଙ୍କ ପରିବାର ବର୍ଗକୁ ଉପଯୁକ୍ତ କ୍ଷତିପୁରଣ ଦେବା ସହିତ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଦାବି

ଆସନ୍ତାକାଲି ସକାଳ ୧୦ରୁ ରାଜ୍ୟରେ କୋଭିଡ ଡ୍ରାଏ ରନ

ଆସନ୍ତାକାଲି ସକାଳ ୧୦ଟାରୁ ରାଜ୍ୟରେ କୋଭିଡ ଟୀକାକରଣ ଲାଗି ପ୍ରାକ ଅଭ୍ୟାସ କାର୍ଯ୍ୟକ୍ରମ ହେବ। ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଏହି ଡ୍ରାଏ ରନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ସବୁ ଜିଲ୍ଲା ଓ ମୁନିସିପାଲିଟି ଅଂଚଳରେ ଏହି କାର୍ଯ୍ୟକ୍ରମ ହେବ।

ଖୋଲିବ ବାବା ଧବଳେଶ୍ୱରଙ୍କ ପୀଠ

ଆଠଗଡ: କଟକ ଚଣ୍ଡୀ ମନ୍ଦିର ଖୋଲିବା ପରେ ଶୁକ୍ରବାରଠୁ ଖୋଲିବ ଆଠଗଡର ପ୍ରସିଦ୍ଧ ଧବଳେଶ୍ୱର ପୀଠ । କୋଭିଡ ନିୟମ ଅନୁସାରେ ସକାଳୁ ବାବା ଧବଳେଶ୍ୱରଙ୍କ ପୀଠ ଖୋଲାଯିବ । ଏନେଇ ଆଜି ଆଠଗଡ ଉପଜିଲ୍ଲାପାଳଙ୍କ ସଭା ଗୃହରେ ବସିଥିବା ବୈଠକରେ ନିଷ୍ଫତି ହୋଇଛି । ତେବେ ପ୍ରଥମେ ପୂଜକ ପରିବାର

ଆରୋଗ୍ୟ ସଂଖ୍ୟା ୧ କୋଟି ଟପିଲା

ନୂଆଦିଲ୍ଲୀ : ଦେଶରେ ୧ କୋଟିରୁ ଊର୍ଦ୍ଧ୍ବ ଲୋକ କୋଭିଡ୍‍ରୁ ଆରୋଗ୍ୟ ଲାଭ କରିବା ସହ ଭାରତ କୋଭିଡ୍‍ ମୁକାବିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍‍ସ୍ତମ୍ଭ ଅତିକ୍ରମ କରିଛି। ବର୍ତ୍ତମାନ ସୁଦ୍ଧା କୋଭିଡ୍‍ରୁ ଆରୋଗ୍ୟ ହୋଇଥିବା ଲୋକମାନଙ୍କ ସଂଖ୍ୟା ଗୁରୁବାର ୧ କୋଟି ୧୬ ହଜାରକୁ ଅତିକ୍ରମ

ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କ ଅଭିଯୋଗ

ପୂର୍ବତନ ପୁଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଆଜି ଏକ ପ୍ରେସମିଟରେ ପୁଲିସ ପ୍ରଶାସନ ବିରୋଧରେ ସଂଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ବିଶେଷ କରି ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ ଥାନାରେ ନିଯୁକ୍ତ ହେଉଥିବା ପୁଲିସ ଅଧିକାରୀମାନେ ଶାସକ ଦଳର ଅନୁଗତ ତେଣୁ ତଦନ୍ତ ବାଟବଣା