ଲଦାଖର ବିକାଶ ପାଇଁ କେନ୍ଦ୍ର ପ୍ରତିଶ୍ରୁତିବଦ୍ଧ – ଅମିତ ଶାହା
ଲଦାଖର ବିକାଶ ତଥା ଏହାର ଭୂମି ଓ ସଂସ୍କୃତିର ସୁରକ୍ଷା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଲଦାଖର ଏକ ଦଶଜଣିଆ ପ୍ରତିନିଧି ଦଳ ଶ୍ରୀ ଶାହାଙ୍କୁ ସାକ୍ଷାତ କରିବା ଅବସରରେ ସେ ଏହା କହିଛନ୍ତି। ଲଦାଖର କଠିନ ଭୌଗୋଳିକ ସ୍ଥିତି ଏବଂ ଦେଶର!-->…