ରାଉରକେଲା ଷ୍ଟିଲ୍ ପ୍ଲାଂଟର ଦୁଇ ଡିଜିଏମ ନିଲମ୍ବିତ

ରାଉରକେଲା; ରାଉରକେଲା ଷ୍ଟିଲ ପ୍ଲାଂଟ ର କୋଲ କେମିକାଲ ଡିପାର୍ଟମେଂଟରେ ଗ୍ୟାସ ଲିକ୍ ହୋଇ ୪ଜଣ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।ଏହି ଘଟଣାରେ ରାଉରକେଲା ଷ୍ଟିଲ ସିଇଓ ୨ଜଣ ଡିଜିଏମ ଙ୍କୁ ନିଲମ୍ବିତ କରିଛନ୍ତି କର୍ତବ୍ୟରେ ଅବହେଳା ଦର୍ଶାଇ କୋଲ କେମିକାଲ ଡିପାର୍ଟମେଂଟର ଡିଜିଏମ…

କଟକରେ ୪୫ କ୍ୱିଂଟାଲ ନକଲି ଚା’ ପତି ଜବତ

କଟକ : ନକଲି ଖାଦ୍ୟ ସାମଗ୍ରୀର ଆଡ୍ଡା ପାଲଟିଛି କଟକ ସହର । ଗତ କିଛି ସପ୍ତାହ ମଧ୍ୟରେ କଟକର ବିଭିନ୍ନ ସ୍ଥାନରେ ନକଲି ଖାଦ୍ୟ ସାମଗ୍ରୀ ଠାବ କରାଯାଇଛି । ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଘିଅ, ତେଲ , ପନୀର ପରେ ଏବେ ଜବତ ହୋଇଛି ନକଲି ଚା’ପତି । ସଦର ଥାନା ମୁକାମେଶ୍ୱର ଗାଁରେ…

୨୨ ବର୍ଷ ହେଲା ଖଲ୍ଲିକୋଟକୁ ଛୁଇଁନି ବିକାଶ

ଖଲ୍ଲିକୋଟ: ସ୍ବତନ୍ତ୍ର ଉତ୍କଳପ୍ରଦେଶ ଗଠନର ଅନ୍ୟତମ ବିନ୍ଧାଣି ଖଲ୍ଲିକୋଟଗଡର ରାଜା ବାହାଦୂର ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ନିଜସ୍ବଗଡକୁ ବିକାଶ ଏବେ ଏକପ୍ରକାର ଅପହଞ୍ଚ। ସରକାରୀ ଯୋଜନାକୁ ବାଦ ଦେଲେ ସାମୁହିକ ସ୍ବାର୍ଥରେ ଆସିବା ଭଳି ପ୍ରକଳ୍ପ ଏଠାରେ ସପନ ହୋଇଛି। ରାଜନୈତିକ…

ମଦ ମାଫିଆଙ୍କ ତୀରମାଡ଼ରେ ଟେନସା ଫାଣ୍ଡି ଅଧିକାରୀ ଗୁରୁତର

ବଣାଇ: ବଣାଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ଟେନସା ଫାଣ୍ଡି ପୁଲିସ ମଦ ଧରିବା ମହଙ୍ଗା ପଡ଼ିଛି। ଆଜି ଅପରାହ୍ନରେ ଫାଣ୍ଡି ଅଧିକାରୀ ଅଶୋକ ବେହେରା ମଦ ଧରପଗଡ କରିବାକୁ ଯାଇଥିବାବେଳେ ତାଙ୍କ ଉପରକୁ ତୀରମାଡ ହେବା ଫଳରେ ସେ ଗୁରୁତର ହୋଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଟେନସା…

ସୁନ୍ଦରଗଡ଼ରେ ସର୍ବଦଳୀୟ ବୈଠକ

ସୁନ୍ଦରଗଡ଼: ଆଜି ପୁଣି ସୁନ୍ଦରଗଡ଼ର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସଚେତନ ନାଗରିକ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଏକ ହୋଇ ବୈଠକ କରିବା ଶାସକ ଦଳରେ ହଡ଼କମ୍ପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦୀର୍ଘ ବର୍ଷ ଧରି ଶାସନ କ୍ଷମତାରେ…

ଦିନିକିଆ କ୍ରିକେଟ୍‌କୁ ୫୦ ବର୍ଷ ପୂରିଲା

ମେଲ୍‌ବୋର୍ଣ୍ଣ: ୧୯୭୧ ଜାନୁଆରୀ ୫; ଠିକ୍ ୫୦ ବର୍ଷ ତଳେ ସର୍ବପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ ଖେଳା ଯାଇଥିଲା। ଇଂଲଣ୍ଡ ଦଳ ୬ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍‌ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଆର୍ଥିକ…

ଅଭିନବ କାର୍ଯ୍ୟକ୍ରମ ଲୋକାର୍ପଣକୁ ୪ ବର୍ଷ ପୂରିବ ଅପହଞ୍ଚ ‘୧୮୧’

ଭୁବନେଶ୍ବର: ଘରୋଇ ହିଂସା ରୋକିବାକୁ ସରକାର ୩ ବର୍ଷ ତଳେ ମହିଳାଙ୍କ ପାଇଁ ଆରମ୍ଭ କରିଥିଲେ ନିଃଶୁଳ୍କ ହେଲ୍ପଲାଇନ ନମ୍ବର ”୧୮୧”। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁରଠାରେ ୨୦୧୭ ମାର୍ଚ୍ଚ ୮ ତାରିଖରେ ଏହି ନିଃଶୁକ୍ଳ ସେବା ନମ୍ବରକୁ ରାଜ୍ୟବାସୀଙ୍କ ନିମନ୍ତେ ଲୋକାର୍ପିତ…

ଜିନ୍‌ପିଙ୍ଗଙ୍କ ବିରୋଧୀ ବ୍ୟାଙ୍କ ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ

ବେଜିଂ: ଚୀନର ପୂର୍ବତନ ପ୍ରମୁଖ ବ୍ୟାଙ୍କ ପରିଚାଳକ ଲାଇ ସାଓମିନ୍‌ଙ୍କୁ ଲାଞ୍ଚ ଅଭିଯୋଗରେ ଫାଶୀ ଦଣ୍ଡାଦେଶ ହୋଇଛି। କମ୍ୟୁନିଷ୍ଟ ପାର୍ଟିର ଏହି ପୂର୍ବତନ ସଦସ୍ୟଙ୍କ ବିରୋଧରେ ୨୬୦ନିୟୁତ ଡଲାର ଳାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ବିଚାରବେଳେ ସେ ଏହି ଅଭିଯୋଗକୁ ସ୍ବୀକାର କରିଥିବା…

RSPରେ ଗ୍ୟାସ୍ ଲିକ୍‌ ଯୋଗୁ ଆଖି ବୁଜିଲେ ୪ ଠିକା ଶ୍ରମିକ

ରାଉରକେଲା : ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ। କୋଲ୍ କେମିକାଲ୍ ଡିପାର୍ଟମେଣ୍ଟରେ ଗ୍ୟାସ୍ ଲିକ୍ ଯୋଗୁଁ ୧୦ ଜଣ ଅସୁସ୍ଥ ହୋଇପଡ଼ିଥିବା ବେଳେ  ସେମାନଙ୍କ ମଧ୍ୟରୁ ୪ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା RSP କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳ…

ରାଜ୍ୟରେ ୨୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ପ୍ରଭାବ । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୨୩୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ରାଜ୍ୟରେ କୌଣସି କରୋନା ସଂକ୍ରମଣ ପ୍ରାଣ ହରାଇନାହାନ୍ତି । ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ଏହି…