ତାଳଚେରରେ ନିଖୋଜ ବିର୍ଜୁ କୁଲୁଙ୍କୁ ଠାବ କରାଯାଇଛି
ସୁନ୍ଦରଗଡ଼: ନିଖୋଜ ବିର୍ଜୁ କୁଲୁଙ୍କ ପତ୍ତା ମିଳିଲା। ତାଳଚେରରେ ବିର୍ଜୁ କୁଲୁଙ୍କୁ ଠାବ କରାଯାଇଛି। କୁତ୍ରା ଥାନା ଆଇଆଇସିଙ୍କ ନେତୃତ୍ଵରେ ଏକ ଟିମ୍ ତାଳଚେର ଯାଇଛି। ତାଙ୍କୁ ସୁନ୍ଦରଗଡ଼ ଅଣାଯିବା ନେଇ ପଦକ୍ଷେପ ନିଆଯାଇଛି ବୋଲି ସୁନ୍ଦରଗଡ଼ ଏସ୍ପି ସୂଚନା ଦେଇଛନ୍ତି।ସୁନ୍ଦରଗଡ଼!-->…