ବାଳସୁଧାର ଗୃହରେ ପରୀ ହତ୍ୟା ଅଭିଯୁକ୍ତ

ନୟାଗଡ: ପୟାଗଡ ଯଦୁପୁର ପାବାଳିକା ହତ୍ୟା ମାମଲା ବର୍ତମାନ ପୁରା ରାଜ୍ୟରେ ଉଷ୍ମତା ଭରିଛି । ଏସଆଇଟିର ଭିନ୍ନ ଭିନ୍ନ ତଦନ୍ତକୁ ନେଇ ମଧ୍ୟ ସମାଲୋଚନା ଆରମ୍ଭ ହୋଇଥିବା ବେଳେ ଏବେ ବୋଥ୍ରାଙ୍କ ଟିମ୍ କୁ ଲାଗିଛି ଶକ୍ତ ଝଟ୍କା । ତେବେ ମଙ୍ଗଳବାର ପକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ବୋଲି…

ଗାଈ ପାଟିରେ ଫୁଟିଲା ବୋମା

ଖଲିକୋଟ: ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିଲା ବୋମା ଓ ସେଠାରେ ଚରୁଥିବା ଗାଈଟି ତାହା ଖାଇଦେବାରୁ ତା’ପାଟିରେ ବୋମା ବିସ୍ଫୋରଣ ହୋଇ ଅବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି । ସୁଚନା ଅନୁସାରେ, କେନ୍ଦୁପାଟ ଗ୍ରାମର କିଛି ଦୁର୍ବୁତ ନିୟମିତ ଭାବେ ବାରହା ଶିକାର କରନ୍ତି ।…

ରାଜଧାନୀ ରାସ୍ତାରେ ପଡିଛି ୫୦୦ ଟଙ୍କିଆ ବଣ୍ଡଲ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ବଡିଛି ୫୦୦ ଟଙ୍କିଆ ନୋଟ ବଣ୍ଡଲ । ଏହି ନୋଟ ଅସଲି କି ନକଲି, ତାହା ଜଣା ପଡିନାହିଁ । ଏହି ଖବର ପ୍ରକାଶ ପାଇବା ପରେ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି । ଆଜି ଗଙ୍ଗନଗର ଛକରେ ରାସ୍ତା ଉପରେ ୩ଟି ୫୦୦ ଟଙ୍କିଆ ନୋଟ ବଣ୍ଡଲ ପଡିଥିବା…

କୁପୋଷଣ ର ବିକଳ ଚିତ୍ର: ୭ ବର୍ଷିୟ ଶିଶୁର ଓଜନ ମାତ୍ର ୭ କେଜି

ନୂଆଦିଲ୍ଲୀ : ଜଣେ ୭ ବର୍ଷିୟ ଶିଶୁର ଭୟବୀତ ଚିତ୍ର ସାମ୍ନାକୁ ଆସିଛି। ଶିଶୁଟିର ଓଜନ ମାତ୍ର ୭ କେଜି। ୟେମେନର ଏହି ବାଳକର ନାମ ହେଉଛି ଫାଏଦ ସମିମ। ଶିଶୁଟି ପାରାମେସିସ୍ ଏବଂ ପୁଷ୍ଟିହୀନତାର ଶିକାର ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ, ସମିମର ସ୍ବାସ୍ଥାବସ୍ଥା ଖରାପ ହୋଇଯାଇଥିଲା ଏବଂ…

ମମତାଙ୍କୁ ଆଉ ଏକ ଝଟ୍‌କା, ଇସ୍ତଫା ଦେଲେ କ୍ରୀଡ଼ାମନ୍ତ୍ରୀ

କଲକାତା: ପଶ୍ଚିମବଙ୍ଗରେ ଚଳିତବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ଟିଏମସିର ବହୁ ବରିଷ୍ଠ ନେତା ଦଳ ଛାଡୁଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ମମତାଙ୍କ ମନ୍ତ୍ରିମଣ୍ଡଳରୁ ଜଣେ…

ଜେଲ ଡିଆଇଜିଙ୍କ ସମେତ ୭ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ଵର: ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ରାଜ୍ୟ ସରକାର। ଏହି କ୍ରମରେ ଦୁର୍ନୀତି ଏବଂ ଅପାରଗତା ଯୋଗୁ ମଙ୍ଗଳବାର ରାଜ୍ୟର ୭ ଅଧିକାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଜେଲ ଡିଆଇଜି, ଜଣେ…

ବ୍ରିଟେନ୍‌ରେ ପୁଣି ଲକ୍‌ଡାଉନ୍‌, ଘୋଷଣା କଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ୍‌: ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନ୍‌ ପ୍ରଶାସନର ନିଦ ହଜି ଯାଇଛି। ବ୍ରିଟେନ୍‌ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ସାରା ଦେଶରେ ଆଜିଠାରୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆଜିଠାରୁ…

ପାନଗଙ୍ଗ ହ୍ରଦ ସେପଟେ ସଡ଼କ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ: ବିବାଦ ତୁଟାଇବା ପାଇଁ ଭାରତ ପ୍ରୟାସ ଚଳାଇଥିବାବେଳେ ଚୀନ ଲଦାଖ ସୀମାନ୍ତ ବାସ୍ତବ ନିୟନ୍ତ୍ରଣ ରେଖା ସେପଟେ ନିଜର ସାମରିକ ଭିତ୍ତିଭୂମି ସୁଦୃଢ଼ କରିବାରେ ଲାଗିଛି। ଉପଗ୍ରହ ସୂତ୍ରରୁ ହସ୍ତଗତ ସାନି ପ୍ରମାଣ ଅନୁସାରେ ଚୀନ ପାନଗଙ୍ଗ ହ୍ରଦର ଦକ୍ଷିଣ ତଟରେ ନୂଆ ସଡ଼କ ନିର୍ମାଣ…

ରାଜ୍ୟରେ ୧୯୮ ନୂଆ ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଲଗାତାର ହ୍ରାସ ପାଇବା ସହ ଏହା ୨୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୧୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୧୧୫, ସ୍ଥାନୀୟ ୮୩ । ମୋଟ ପଜିଟିଭ ସଂଖ୍ୟା ୩,୩୦,୬୯୦କୁ ବୃଦ୍ଧି ପାଇଛି। ୩,୨୬,୫୦୭ ସୁସ୍ଥ ହୋଇ ଘରକୁ…

କେରଳ, ହିମାଚଳକୁ ଡେଇଁଲା ବାର୍ଡ ଫ୍ଲୁ

ତିରୁଅନନ୍ତପୁରମ୍‌/କାଙ୍ଗଡ଼ା : ମଧ୍ୟପ୍ରଦେଶ ଓ ରାଜସ୍ଥାନ ପରେ କେରଳରେ ପହଞ୍ଚିଛି ବାର୍ଡ ଫ୍ଲୁ। ଆଲ୍ଲାପୁଜା ଓ କୋଟ୍ଟାୟମ ଜିଲାରେ ଏହା ବ୍ୟାପିଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ପ୍ରଶାସନ ପକ୍ଷରୁ ଏହାର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ ଖୋଲିବା ସହ ନମୁନା ସଂଗ୍ରହ…