ଦୁର୍ଘଟଣାରେ ଅମିତ କଲେଜ କର୍ମଚାରୀ ଗୁରୁତର
ଭୁବନେଶ୍ୱର: ସଡକ ଦୁର୍ଘଟଣା ବିଶେଷ କରି ଜାତୀୟ ରାଜପଥରେ ବେପରୁଆ ଗାଡି ଚାଳକଙ୍କୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଉଛି ସତ ହେଲେ ତାର କିଛି ସୁଫଳ ମିଳି ପାରୁ ନାହିଁ । ଏହିଭଳି ଏକ ଅଭାବନୀୟ ଦୁର୍ଘଟଣାର ଶୀକାର ହୋଇ ଅମିତ କଲେଜର ଜଣେ କର୍ମଚାରୀ ଗୁରୁତର ଭାବେ ଆହତ!-->…