ଓଲଟିଲା ପଶୁ ବୋଝେଇ କଣ୍ଟେନର ; ୬ ମୃତ
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ମୁରାଦାବାଦ ଜିଲାର ଗଜରୋଲା ଅଞ୍ଚଳରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାଷ୍ଟ୍ରୀୟ ରାଜପଥରେ ବ୍ରଜଘାଟ ଥାନା ନିକଟରେ ମୋହମ୍ମଦାବାଦ ଗାଁ ନିକଟରେ ପଶୁ ବୋଝେଇ କଣ୍ଟେନରର ସମ୍ମୁଖ ଭାଗ ଟାୟାର ଫାଟି କଣ୍ଟେନର ଭାରସାମ୍ୟ ହରାଇ ଗଭୀର ଗାତ (ଖାଇ )!-->…