ସୟଦ ମୁସ୍ତାକ୍ ଅଲୀ ଟ୍ରଫି; ମୁମ୍ବଇ ଦଳରେ ଅର୍ଜୁନ ତେନ୍ଦୁଲକର
ମୁମ୍ବଇ: ପ୍ରଥମଥର ପାଇଁ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବଇର ସିନିୟର କ୍ରିକେଟ୍ ଦଳରେ ସ୍ଥାନ ଦିଆଯାଇଛି। ଘରୋଇ ସୟଦ ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ଣ୍ଣାମେଣ୍ଟ ନିମନ୍ତେ ମୁମ୍ବଇ ଦଳରେ ଅର୍ଜୁନ ତେନ୍ଦୁଲକରଙ୍କୁ ଶନିବାର ସାମିଲ କରା ଯାଇଥିବା ମୁମ୍ବଇ!-->…