୮୩କୋଟି ସରିଞ୍ଜ୍‍ କିଣିବା ପାଇଁ ସରକାରଙ୍କର ନିର୍ଦ୍ଦେଶ, ଆସନ୍ତାକାଲିଠାରୁ ଦେଶ ବ୍ୟାପି ଡ୍ରାଏ ରନ୍

ନୂଆଦିଲ୍ଲୀ :  ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକା ପ୍ରଦାନ ଲାଗି କେନ୍ଦ୍ର ସରକାର ୮୩କୋଟି ସରିଞ୍ଜ୍‍ କିଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ୩୫କୋଟି ସିରିଞ୍ଜ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି। ପ୍ରାଥମିକତା

ଫାଇଜର କରୋନା ଟିକାର ଜରୁରୀକାଳୀନ ବ୍ୟବହାରକୁ ‘ହୁ’ର ଅନୁମୋଦନ

ୱାଶିଂଟନ : ବୈଶ୍ବିକ ମହାମାରୀ କରୋନା ଭୂତାଣୁର ବୃଦ୍ଧି ପାଉଥିବା ସଂକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ହୁ’ ଫାଇଜର ଏବଂ ବାଇନୋଟେକର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ପ୍ରଥମ ଥର ପାଇଁ କୌଣସି ଏକ ଟିକାକୁ ମାନ୍ୟତା

ଜାତିସଂଘ ସୁରକ୍ଷା ପରିଷଦରେ ଆଜିଠାରୁ ଅସ୍ଥାୟୀ ସଦସ୍ୟ ଭାବେ ଯୋଗଦେବେ ଭାରତ

ୱାଶିଂଟନ : ଜାତିସଂଘ ସୁରକ୍ଷା ପରିଷଦରେ ବ୍ୟାପକ ସହଯୋଗର ଆବଶ୍ୟକତା ଉପରେ ଆଲୋକପାତ କରି ଭାରତ କହିଛି ଯେ ଅସ୍ଥାୟୀ ସଦସ୍ୟ ଭାବରେ କାର୍ୟ୍ୟ କରିବା ସମୟରେ ଭାରତ ମାନବିକ ଅଧିକାର ତଥା ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବ। ମିଳିତ ଜାତିସଂଘର ରାଷ୍ଟ୍ରଦୂତ ଟି.ଏସ୍

ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ବର : ପୁରୀରେ ଏକ ବିମାନବନ୍ଦର ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଏହି ଆନ୍ତର୍ଜାତୀୟ ବିମାନ ବନ୍ଦର

ରାଜ୍ୟରେ୨୪୫ କରୋନା ସଂକ୍ରମିତ ଚିହ୍ନଟ, ୩ ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୯ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୦୬ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚିଯାଇଛି।

୧୯ କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ଓ ବନ ବିଭାଗ

ମୋହନା: ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ ନିଦେ୍ର୍ଧଶକ୍ରମେ ରା.ଉଦୟଗିରି ଏସଡିପିିଓ ଦିଲ୍ଲିପ କୁମାର ନାୟକଙ୍କ ତତ୍ୱବଧାନ ଓ ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ମୋହନା ଥାନା ଅନ୍ତର୍ଗତ କଳାମେରୀ ମୌଜା ମଧୁରଆର, ଗ୍ରାମ ନିକଟ ଦୁର୍ଗମ ପାହାଡ

କାର୍‌ ଦୁର୍ଘଟଣାରୁ ବର୍ତ୍ତିଲେ ଆଝାରୁଦ୍ଦିନ୍

କୋଟା (ରାଜସ୍ଥାନ): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ କାର୍ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଆଝାରୁଦ୍ଦିନଙ୍କ ଶରୀରରେ ଆଘାତ ଲାଗିନାହିଁ। ଆଝାରୁଦ୍ଦିନ୍ ତାଙ୍କ ପରିବାର ସହ ଛୁଟିକାଟିବା ପାଇଁ ରାଜସ୍ଥାନର ପ୍ରସିଦ୍ଧ ରାନ୍ଥାମ୍ବୋର ଜାତୀୟ

ଦେଢ଼ ମାସ ପରେ ଆଉ କୋହଳ ନାହିଁ

ନୂଆଦିଲ୍ଲୀ: ଜାନୁଆରୀ ୧ରୁ ଫାଷ୍ଟଟ୍ୟାଗ୍ ବ୍ୟବହାର ଅନିର୍ବାର୍ଯ୍ୟ ଥିଲା। ଏବେ ଏହାର ଅବଧି ଦେଢ଼ ମାସ ପାଇଁ ବଢ଼ାଇଛନ୍ତି କେନ୍ଦ୍ର ସରକାର। ଅର୍ଥାତ୍ ପେବୃଆରୀ ୧୫ରୁ ଫାଷ୍ଟଟ୍ୟାଗ ବ୍ୟବହାର ଅନିର୍ବାର୍ଯ୍ୟ ହେବ। ଫାଷ୍ଟଟ୍ୟାଗ ଲାଗିଥିଲେ ଟୋଲ୍ ପ୍ଲାଜା ଅତିକ୍ରମ କରିବା ବେଳେ ଅଟୋମେଟିକ ଦେୟ

ସାରା ରାଜ୍ୟରେ ‘ନାଇଟ କର୍ଫ୍ୟୁ’

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା କରୋନା କଟକଣା । କରୋନାର ନୂଆ ଷ୍ଟ୍ରେନକୁ ଦେଖି ସାରା ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ ହୋଇଛି । ଆଜି ରାତି ୧୦ଟାରୁ କାଲି ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର । ଏନେଇ  ଟୁଇଟ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ତେବେ ଏହି

ସୁଖରେ ବିତିବ ବର୍ଷ : ନବବର୍ଷ ପାଇଁ କିଛି ନୂଆ ଉପାୟ

୨୦୨୦ କରୋନା ପାଇଁ ସମଗ୍ର ବର୍ଷ ଲୋକଙ୍କ ପାଇଁ ଚିନ୍ତାରେ ବିତିଥିବା ବେଳେ ୨୦୨୧ ସଭିଁଙ୍କ ପାଇଁ ମଙ୍ଗଳକାରୀ ଓ ଶୁଭଙ୍କର ହେଉ ବୋଲି କାମନା। ନବବର୍ଷ ଆର୍ଥିକ ସମୃଦ୍ଧି, ଉନ୍ନତି ଓ ପରିବାରେ ସୁଖଶାନ୍ତି ପାଇଁ ବାସ୍ତୁରେ କିଛି ଉପାୟ ବର୍ଣ୍ଣନା କରାଯାଇଛି। ଜାଣନ୍ତୁ ସେହି ଉପାୟ ବିଷୟରେ….