୧୦ ଫୁଟ ତଳକୁ ଖସିଲା ବୋଲେରୋ: ୪ମୃତ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ସୋମଗିରି ନିକଟରେ ବୁଧବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ୠଛରେ ପିଟି ହୋଇ ପ୍ରାୟ ୧୦ ଫୁଟ ତଳକୁ ଏକ ବୋଲେରୋ ଖସି ପଡିଛି ।ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତୁ୍ୟ ଘଟିଛି ।ସମସ୍ତ ମୃତକଙ୍କ ଘର ମୟୁରଭଞ୍ଜ ଜିଲ୍ଲା ହାଟବାଦଳାର!-->…